ନୂଆଦିଲ୍ଲୀ: ମହମ୍ମଦ ସାମିଙ୍କ ସମର୍ଥନରେ ବାହାରିଲେ ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ଟି-୨୦ ବିଶ୍ବକପରେ ରବିବାର ଦୁବାଇରେ ପାକିସ୍ତାନ ଠାରୁ ଭାରତ ୧୦ ୱିକେଟରେ ପରାସ୍ତ ହେବାପରେ ମହମ୍ମଦ ସାମିଙ୍କୁ ଅନଲାଇନ୍ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଛି ।
-
When we support #TeamIndia, we support every person who represents Team India. @MdShami11 is a committed, world-class bowler. He had an off day like any other sportsperson can have.
— Sachin Tendulkar (@sachin_rt) October 25, 2021 " class="align-text-top noRightClick twitterSection" data="
I stand behind Shami & Team India.
">When we support #TeamIndia, we support every person who represents Team India. @MdShami11 is a committed, world-class bowler. He had an off day like any other sportsperson can have.
— Sachin Tendulkar (@sachin_rt) October 25, 2021
I stand behind Shami & Team India.When we support #TeamIndia, we support every person who represents Team India. @MdShami11 is a committed, world-class bowler. He had an off day like any other sportsperson can have.
— Sachin Tendulkar (@sachin_rt) October 25, 2021
I stand behind Shami & Team India.
ପାକିସ୍ତାନ କ୍ୟାପଟେନ ବାବର ଆଜମ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୧ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ପରେ ୧୫୨ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପାକିସ୍ତାନ ପକ୍ଷରୁ ଦୁଇ ଓପନର ବାବର ଆଜମ ଓ ରିଜୱାନ ଅପରାଜିତ ଅର୍ଦ୍ଧଶତକ ସହ ଟିମକୁ ୧୭.୫ ଓଭରରେ ୧୦ ୱିକେଟରେ ବିଜୟ ଦେଇଥିଲେ ।
-
The online attack on Mohammad Shami is shocking and we stand by him. He is a champion and Anyone who wears the India cap has India in their hearts far more than any online mob. With you Shami. Agle match mein dikado jalwa.
— Virender Sehwag (@virendersehwag) October 25, 2021 " class="align-text-top noRightClick twitterSection" data="
">The online attack on Mohammad Shami is shocking and we stand by him. He is a champion and Anyone who wears the India cap has India in their hearts far more than any online mob. With you Shami. Agle match mein dikado jalwa.
— Virender Sehwag (@virendersehwag) October 25, 2021The online attack on Mohammad Shami is shocking and we stand by him. He is a champion and Anyone who wears the India cap has India in their hearts far more than any online mob. With you Shami. Agle match mein dikado jalwa.
— Virender Sehwag (@virendersehwag) October 25, 2021
ଭାରତୀୟ ବୋଲରଙ୍କ ମଧ୍ୟରୁ ମ୍ୟାଚ୍ରେ ସାମି ସବୁଠୁ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୩.୫ ଓଭର ବୋଲିଂ କରିଥିବା ସାମି ୧୧ରୁ ଅଧିକ ଇକୋନୋମି ରେଟ୍ ସହ ୪୩ ରନ୍ ବ୍ୟୟ କରିଥିଲେ । ଫଳରେ ଭାରତର ବଡ ପରାଜୟ ପରେ ଅନଲାଇନ ଟ୍ରୋଲ୍ର ଦୁର୍ବ୍ୟବହାରର ଶିକାର ହୋଇଛନ୍ତି ।
ତେବେ ସାମିଙ୍କ ସମର୍ଥନ ଜଣାଇ ସଚିନ ଟ୍ବିଟରେ ଉଲ୍ଲେଖ କରିଛନ୍ତି, "'ଆମେ ଟିମ ଇଣ୍ଡିଆକୁ ସମର୍ଥନ କରୁ, ଆମେ ସେହି ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମର୍ଥ କରୁ, ଯେଉଁମାନେ ଭାରତକୁ ପ୍ରତିନିଧିତ୍ବ କରନ୍ତି । ମହମ୍ମଦ ସାମି ଜଣେ ପ୍ରତିବଦ୍ଧ, ବିଶ୍ବସ୍ତରୀୟ ବୋଲର । ସବୁ ଖେଳାଳିଙ୍କ ପରି ତାଙ୍କର ମଧ୍ୟ ଏକ ଖରାପ ଦିନ ଥିଲା । ମୁଁ ସାମିଙ୍କ ପଛରେ ଓ ଟିମ ଇଣ୍ଡିଆ ସହ ରହିଛି ।"
-
We love you @MdShami11 🇮🇳 #Shami
— Harbhajan Turbanator (@harbhajan_singh) October 25, 2021 " class="align-text-top noRightClick twitterSection" data="
">We love you @MdShami11 🇮🇳 #Shami
— Harbhajan Turbanator (@harbhajan_singh) October 25, 2021We love you @MdShami11 🇮🇳 #Shami
— Harbhajan Turbanator (@harbhajan_singh) October 25, 2021
ସଚିନଙ୍କ ବ୍ୟତୀତ ହରଭଜନ ସିଂହ ଓ ବିରେନ୍ଦ୍ର ସେହ୍ବାଗ, ୟୁଜଭେନ୍ଦ୍ର ଚହଲଙ୍କ ସମେତ ଅନେକ ପୂର୍ବତନ ଓ ବର୍ତ୍ତମାନର କ୍ରିକେଟର ମଧ୍ୟ ଭାରତୀୟ ଦ୍ରୁତ ବୋଲର ସାମିଙ୍କୁ ସମର୍ଥନ ଜଣାଇଛନ୍ତି । ଆସନ୍ତା ରବିବାର ଭାରତ ଟି-୨୦ ବିଶ୍ବକପରେ ଦ୍ବିତୀୟ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ।
-
We are so proud of you @MdShami11 bhaiya 🇮🇳
— Yuzvendra Chahal (@yuzi_chahal) October 25, 2021 " class="align-text-top noRightClick twitterSection" data="
">We are so proud of you @MdShami11 bhaiya 🇮🇳
— Yuzvendra Chahal (@yuzi_chahal) October 25, 2021We are so proud of you @MdShami11 bhaiya 🇮🇳
— Yuzvendra Chahal (@yuzi_chahal) October 25, 2021
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ