ETV Bharat / sports

IPL 2022 Auction: ନିଲାମ ବେଳେ ବିଗିଡିଲା ସ୍ବାସ୍ଥ୍ୟ, ଷ୍ଟେଜରେ ଚେତାଶୂନ୍ୟ ହେଲେ ନିଲାମକାରୀ

author img

By

Published : Feb 12, 2022, 2:33 PM IST

Updated : Feb 12, 2022, 3:56 PM IST

ନିଲାମ ଡାକିବା ସମୟରେ ମୁର୍ଚ୍ଛା ହେଲେ ନିଲାମକାରୀ ହୟୁଜ ଏଡମିଡ୍‌ଜ । ଅଧିକ ପଢନ୍ତୁ

IPL 2022 Auction: ନିଲାମ ବେଳେ ବିଗିଡିଲା ସ୍ବାସ୍ଥ୍ୟ, ଷ୍ଟେଜରେ ଚେତାଶୂନ୍ୟ ହେଲେ ନିଲାମକାରୀ
IPL 2022 Auction: ନିଲାମ ବେଳେ ବିଗିଡିଲା ସ୍ବାସ୍ଥ୍ୟ, ଷ୍ଟେଜରେ ଚେତାଶୂନ୍ୟ ହେଲେ ନିଲାମକାରୀ

ବେଙ୍ଗାଲୁରୁ: ନିଲାମ ଡାକିବା ସମୟରେ ମୁର୍ଚ୍ଛା ହେଲେ ନିଲାମକାରୀ ହ୍ୟୁଜ ଏଡମିଡ୍‌ଜ । ଇଣ୍ଡିଆନ ପ୍ରିମିୟର ଲିଗ(IPL-2022) ପାଇଁ ନିଲାମୀ ଡାକୁଥିବା ସମୟରେ ମୁର୍ଚ୍ଛା ହୋଇଥିବା ସୂଚନା । କିଛି ସମୟ ପାଇଁ ନିଲାମୀ ପ୍ରକ୍ରିୟା ସ୍ଥଗିତ ।

BCCI ର ଜଣେ ମୁଖପାତ୍ରଙ୍କ କହିବା ଅନୁସାରେ ହ୍ୟୁଜଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ରହିଛି । ଶ୍ରୀଲଙ୍କା ସ୍ପିନର ୱାନିନ୍ଦୁ ହସରଂଗାଙ୍କ ନିଲାମୀ ଡାକିବା ସମୟରେ ହ୍ୟୁଜ ମୁର୍ଛା ହୋଇ ପଡିଯାଇଥିଲେ । ପୁନର୍ବାର ଆଜି(ଶନିବାର) ୩ ଟା ୩୦ ରେ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି BCCI ମୁଖପାତ୍ର କହିଛନ୍ତି । ତେବେ Postural Hypotension ବା ବ୍ଲଡ୍ ପ୍ରେସର ଲୋ ହୋଇଯିବା କାରଣରୁ ହ୍ୟୁଜ ଚେତାଶୂନ୍ୟ ହୋଇ ପଡିଯାଇଥିବା ଜଣାପଡିଛି ।

  • Mr. Hugh Edmeades, the IPL Auctioneer, had an unfortunate fall due to Postural Hypotension during the IPL Auction this afternoon.

    The medical team attended to him immediately after the incident & he is stable. Mr. Charu Sharma will continue with the Auction proceedings today. pic.twitter.com/cQ6JbRjj1P

    — IndianPremierLeague (@IPL) February 12, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ:- IPL 2022: ଦାମୀ ଖେଳାଳି ଶ୍ରେୟାସ ଆୟର, 12.25 କୋଟିରେ କିଣିଲା KKR

ତେବେ ଆଜିଠୁ IPL-2022 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ୨ ଦିନ ଧରି ନିଲାମ ଚାଲିବ । ପ୍ରଥମ ଦିନରେ ଶ୍ରେୟସ ଆୟର, ଡେଭିଡ ୱାର୍ଣ୍ଣର, ଶିଖର ଧାୱନ, ରବିଚନ୍ଦ୍ର ଅଶ୍ବିନୀ, ପ୍ୟାଟ କୁମ୍ମିନ୍ସ, କାଗିସୋ ରବାଡା, ଟ୍ରେଣ୍ଟ ବୋଲ୍ଟ ପ୍ରମୁଖଙ୍କ ନିଲାମୀ ପ୍ରକ୍ରିୟା ଶେଷ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ଦାମି ଖେଳାଳି ଭାବେ ଆୟରଙ୍କୁ କୋଲକାତା ନାଇଟ ରାଇଡର୍ସ(KKR) ସର୍ବାଧିକ 12.25 କୋଟିରେ କିଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 12, 2022, 3:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.