ETV Bharat / sports

କ୍ରିକେଟର ସମସ୍ତ ଫର୍ମାଟରୁ ଏହି ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ଅବସର

ପୂର୍ବତନ ଅଷ୍ଟ୍ରେଲୀୟ ୱିକେଟ କିପର ପିଟର ନେଭିଲ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି । ଏଥିସହ ନିଜର ଦୀର୍ଘ ୧୩ ବର୍ଷର କ୍ରିକେଟ କ୍ୟାରିୟରକୁ ଶେଷ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 1, 2022, 7:46 PM IST

Former Australia wicketkeeper Peter Nevill retires from all forms of cricket
କ୍ରିକେଟର ସମସ୍ତ ଫର୍ମାଟରୁ ଏହି ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ଅବସର

ମେଲବର୍ଣ୍ଣ: ପୂର୍ବତନ ଅଷ୍ଟ୍ରେଲୀୟ ୱିକେଟ କିପର ପିଟର ନେଭିଲ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି । ଏଥିସହ ନିଜର ଦୀର୍ଘ ୧୩ ବର୍ଷର କ୍ରିକେଟ କ୍ୟାରିୟରକୁ ଶେଷ କରିଛନ୍ତି । ୩୬ ବର୍ଷୀୟ ନେଭିଲ ୨୦୧୫-୧୬ ମଧ୍ୟରେ ୧୭ଟି ଟେଷ୍ଟ, ୯ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ପ୍ରତିନିଧିତ୍ବ କରିଛନ୍ତି । ବର୍ଷ ୨୦୧୬ରେ ସେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ । ଏହାପରେ ନ୍ୟୁ ସାଉଥ ୱେଲ୍ସ ପକ୍ଷରୁ ମଧ୍ୟ ତାଙ୍କର ଦମଦାର ରେକର୍ଡ କରିଛନ୍ତି ।

୪୩ଟି ସିଲିଡ୍‌ ମ୍ୟାଚ୍‌ରେ ସେ ଅଧିନାୟକତ୍ବ କରିଛନ୍ତି, ଯାହାକି ଟିମ ଇତିହାସରେ ସର୍ବାଧିକ । ସେହିପରି NSW ପାଇଁ ଚତୁର୍ଥ ଖେଳାଳି ଭାବେ ୧୦୦ରୁ ଅଧିକ ସିଲ୍‌ଡ ମ୍ୟାଚ୍‌ ଖେଳିଛନ୍ତି । ତେବେ ଗତବର୍ଷ ଫେବ୍ରୁଆରୀ ଠାରୁ କାନ୍ଧରେ ଯନ୍ତ୍ରଣା ଯୋଗୁଁ ନ୍ୟୁ ସାଉଥ ୱେଲ୍ସ କ୍ୟାମ୍ପ୍‌ରୁ ଦୂରରେ ରହିଥିଲେ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.