ETV Bharat / sports

ତୃତୀୟ ଟି-20: ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

author img

By

Published : Mar 16, 2021, 6:39 PM IST

Updated : Mar 16, 2021, 7:04 PM IST

ତୃତୀୟ ଟି-20: ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି
ତୃତୀୟ ଟି-20: ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

18:35 March 16

ଗାନ୍ଧୀନଗର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟି-20 ମ୍ୟାଚ। ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ। ଏହି ମ୍ୟାଚ ପାଇଁ ଇଂଲଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଥିବାବେଳେ ଭାରତୀୟ ଦଳରେ ମଧ୍ୟ ଗୋଟିଏ ପରିବର୍ତ୍ତନ ହୋଇଛି। ଭାରତ ମଧ୍ୟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ଚାହୁଁଥିବା କଥା କହିଛନ୍ତି ଅଧିନାୟକ ବିରାଟ କୋହଲି।  

ଭାରତୀୟ ଦଳରେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି। ସେହିଭଳି ଇଂଲଣ୍ଡ ଦଳକୁ ମାର୍କ ଉଡ୍ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଟମ କୁରାନଙ୍କୁ ବିଶ୍ରାମ ଦିଆଯାଇଛି। ସୂର୍ଯ୍ୟକୁମାର ଗତ ମ୍ୟାଚରେ ଡେବ୍ୟୁ କରିଥିଲେ। ତେବେ ସେ ବ୍ୟାଟିଂ କରିବାକୁ ସୁଯୋଗ ପାଇନଥିଲେ। ରୋହିତ ଶର୍ମା ଓ କେ.ଏଲ ରାହୁଲ ଦଳ ପାଇଁ  ଓପନିଂ କରିବେ।  ସିରିଜ ବର୍ତ୍ତମାନ 1-1ରେ ବରାବର ରହିଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଛି । 

ଭାରତ ଚୂଡ଼ାନ୍ତ ଏକାଦଶ

ରୋହିତ ଶର୍ମା, କେ.ଏଲ ରାହୁଲ, ଇଶନ କିଷନ, ବିରାଟ କୋହଲି(ଅଧିନାୟକ), ଋଷଭ ପନ୍ତ,  ଶ୍ରେୟସ ଆୟର,  ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ବର କୁମାର ଓ ୟୁଜିବେନ୍ଦ୍ର ଚହଲ।

ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ

ଜେଶନ ରଏ, ଜୋଶ ବଟଲର, ଡାୱିଡ ମଲନ,  ଜନି ବେୟାରଷ୍ଟୋ, ଇଅନ ମୋର୍ଗାନ, ବେନ ଷ୍ଟୋକ୍ସ, ସାମ କୁରାନ, କ୍ରୀଶ ଜୋର୍ଡାନ, ଜୋଫ୍ରା ଆର୍ଚର, ଆଦିଲ ରାଶିଦ ଓ ମାର୍କ ଉଡ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 16, 2021, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.