ETV Bharat / sports

ଅକ୍ସିଜେନ ଅପିଲ କଲେ ରାଇନା, ତୁରନ୍ତ ପହଞ୍ଚାଇଲେ ସୋନୁ ସୁଦ୍‌ - raina needs oxygen cylinder

କ୍ରିକେଟର ସୁରେଶ ରାଇନାଙ୍କ ଖୁଡିଙ୍କୁ ଛାତିରେ ସଂକ୍ରମଣ ପରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

cricketer suresh raina tweets to cm yogi for urgently needs oxygen cylinder to cure his aunt in meerut
ଅକ୍ସିଜେନ ଅପିଲ କଲେ ରାଇନା, ତୁରନ୍ତ ପହଞ୍ଚାଇଲେ ସୋନୁ ସୁଦ୍‌
author img

By

Published : May 6, 2021, 7:23 PM IST

ମେରଠ: କ୍ରିକେଟର ସୁରେଶ ରାଇନାଙ୍କ ଖୁଡିଙ୍କୁ ଛାତିରେ ସଂକ୍ରମଣ ପରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଅକ୍ସିଜେନର ଆବଶ୍ୟକ ପଡିଥିଲା ।

  • Urgent requirement of an oxygen cylinder in Meerut for my aunt.

    Age - 65
    Hospitalised with Sever lung infection.
    Covid +
    SPO2 without support 70
    SPO2 with support 91

    Kindly help with any leads.@myogiadityanath

    — Suresh Raina🇮🇳 (@ImRaina) May 6, 2021 " class="align-text-top noRightClick twitterSection" data=" ">

ଏହାପରେ ରାଇନା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୟାଗ କରିବା ସହ ଟ୍ବିଟ ଯୋଗେ ସାହାଯ୍ୟ ମାଗିଥିଲେ ।ଟ୍ବିଟରେ ରାଇନା, ଖୁଡିଙ୍କ ବୟସ, ଛାତିରେ ସଂକ୍ରମଣ ପରେ ହସ୍ପିଟାଲରେ ଭର୍ତ୍ତି ଓ ଶରୀରରେ ଅକ୍ସିଜେନର ମାତ୍ରା ଲେଖିଥିଲେ ।

ତେବେ ଯୋଗୀ ସାହାଯ୍ୟ କରିବା ପୂର୍ବରୁ ବଲିଉଡ ଅଭିନେତା ସୋନୁ ସୁଦ୍ ଟ୍ବିଟ ଦେଖି ତୁରନ୍ତ ସହାୟତା ପହଞ୍ଚାଇ ଦେଇଥିଲେ । ଏହାପରେ ରାଇନା ଆଉ ଏକ ଟ୍ବିଟ ଯୋଗେ ଧନ୍ୟବାଦ ଜଣାଇଛନ୍ତି । ସୋନୁ ମାତ୍ର 10 ମିନିଟ ମଧ୍ୟରେ ଅକ୍ସିଜେନ ପହଞ୍ଚୁଛି ବୋଲି ରାଇନାଙ୍କୁ ପ୍ରତିଶୃତି ଦେଇଥିଲେ ଓ ପହଞ୍ଚାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.