ETV Bharat / sports

ଅକ୍ସିଜେନ ଅପିଲ କଲେ ରାଇନା, ତୁରନ୍ତ ପହଞ୍ଚାଇଲେ ସୋନୁ ସୁଦ୍‌

author img

By

Published : May 6, 2021, 7:23 PM IST

କ୍ରିକେଟର ସୁରେଶ ରାଇନାଙ୍କ ଖୁଡିଙ୍କୁ ଛାତିରେ ସଂକ୍ରମଣ ପରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

cricketer suresh raina tweets to cm yogi for urgently needs oxygen cylinder to cure his aunt in meerut
ଅକ୍ସିଜେନ ଅପିଲ କଲେ ରାଇନା, ତୁରନ୍ତ ପହଞ୍ଚାଇଲେ ସୋନୁ ସୁଦ୍‌

ମେରଠ: କ୍ରିକେଟର ସୁରେଶ ରାଇନାଙ୍କ ଖୁଡିଙ୍କୁ ଛାତିରେ ସଂକ୍ରମଣ ପରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଅକ୍ସିଜେନର ଆବଶ୍ୟକ ପଡିଥିଲା ।

  • Urgent requirement of an oxygen cylinder in Meerut for my aunt.

    Age - 65
    Hospitalised with Sever lung infection.
    Covid +
    SPO2 without support 70
    SPO2 with support 91

    Kindly help with any leads.@myogiadityanath

    — Suresh Raina🇮🇳 (@ImRaina) May 6, 2021 " class="align-text-top noRightClick twitterSection" data=" ">

ଏହାପରେ ରାଇନା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୟାଗ କରିବା ସହ ଟ୍ବିଟ ଯୋଗେ ସାହାଯ୍ୟ ମାଗିଥିଲେ ।ଟ୍ବିଟରେ ରାଇନା, ଖୁଡିଙ୍କ ବୟସ, ଛାତିରେ ସଂକ୍ରମଣ ପରେ ହସ୍ପିଟାଲରେ ଭର୍ତ୍ତି ଓ ଶରୀରରେ ଅକ୍ସିଜେନର ମାତ୍ରା ଲେଖିଥିଲେ ।

ତେବେ ଯୋଗୀ ସାହାଯ୍ୟ କରିବା ପୂର୍ବରୁ ବଲିଉଡ ଅଭିନେତା ସୋନୁ ସୁଦ୍ ଟ୍ବିଟ ଦେଖି ତୁରନ୍ତ ସହାୟତା ପହଞ୍ଚାଇ ଦେଇଥିଲେ । ଏହାପରେ ରାଇନା ଆଉ ଏକ ଟ୍ବିଟ ଯୋଗେ ଧନ୍ୟବାଦ ଜଣାଇଛନ୍ତି । ସୋନୁ ମାତ୍ର 10 ମିନିଟ ମଧ୍ୟରେ ଅକ୍ସିଜେନ ପହଞ୍ଚୁଛି ବୋଲି ରାଇନାଙ୍କୁ ପ୍ରତିଶୃତି ଦେଇଥିଲେ ଓ ପହଞ୍ଚାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.