ETV Bharat / sports

ୱାଲ୍ଡକପ୍ 2019: ଟିମ୍ ଘୋଷଣା କଲା ଆଫଗାନିସ୍ତାନ

କ୍ରିକେଟ୍ ବିଶ୍ବକପ୍ ପାଇଁ ନିଜର 15 ଜଣିଆ ସଦସ୍ୟଙ୍କ ନାମ ଘୋଷଣା କରିଛି ଆଫଗାନିସ୍ତାନ । ଏଥର ଆଫଗାନିସ୍ତାନ ବିଶ୍ବକପ୍‌ ଟିମରେ ସାମିଲ ହୋଇଛନ୍ତି ପୂର୍ବ କ୍ୟାପଟେନ୍ ଅସଗର ଅଫଗାନ ।

author img

By

Published : Apr 22, 2019, 1:52 PM IST

ଫାଇଲ ଫଟୋ

ହାଇଦ୍ରାବାଦ୍: ମେ 30ରେ ଆରମ୍ଭ ହେବ କ୍ରିକେଟ୍ ବିଶ୍ବକପ୍ । ଯାହାକୁ ନେଇ ନିଜର 15 ଜଣିଆ ସଦସ୍ୟଙ୍କ ନାମ ଘୋଷଣା କରିଛି ଆଫଗାନିସ୍ତାନ ।

ତେବେ ଏଥର ଆଫଗାନିସ୍ତାନ ବିଶ୍ବକପ୍‌ ଟିମରେ ସାମିଲ ହୋଇଛନ୍ତି ପୂର୍ବ କ୍ୟାପଟେନ୍ ଅସଗର ଅଫଗାନ । ସେହିପରି ରଶିଦ୍ ଖାନ୍, ମହମ୍ମଦ ନବି, ମୁଜିବ ଉର ରହମାନ ଏବଂ ମହମ୍ମଦ ସାହଜାଦଙ୍କ ଭଳି ଖେଳାଳିଙ୍କୁ ଚୟନ କରିଛି ଟିମ୍ ।

ଅନ୍ୟପଟେ ଲେଫ୍ଟି ବ୍ୟାଟ୍ସମ୍ୟାନ ସାପୁର ଜାଦ୍‌ରାନଙ୍କ ଏଥର ଟିମ୍‌ରେ ସ୍ଥାନ ମିଳିନାହିଁ । ଏଠାରେ ସୂଚନାଯୋଗ୍ୟ, 2015ର ୱାଲ୍ଡକପ୍‌ରେ ଆଫଗାନିସ୍ତାନକୁ ଜିତାଇବାରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସାପୁର । ଏହାସହ ପ୍ରାୟ ତିନିବର୍ଷର ବ୍ରେକ୍ ପରେ ଫେରଥିବା ହାମିଦ ହସନଙ୍କୁ ଏଥର ଟିମ୍‌ରେ ସ୍ଥାନ ମିଳିଛି ।

ସ୍କ୍ବାର୍ଡ- ଗୁଲବଦିନ ନାୟବ(କ୍ୟାପଟେନ୍), ମହମ୍ମଦ ସାହଜାଦ୍(ୱିକେଟ୍‌କିପର), ନୁର ଅଲ୍ଲି ଜାଦରାନ, ହଜରତୁଲ୍ଲାହ, ରହମତ ଶାହ୍, ଅସଗର ଅଫଗାନ, ହସମତୁଲ୍ଲା ଶାହିଦି, ନଜିବୁଲ୍ଲାହ୍ ଜାଦରାନ୍, ସମିଉଲ୍ଲାହ ସିନବାରି, ମହମ୍ମଦ ନବି, ରସିଦ୍ ଖାନ୍, ଦୱାଲତ ଜାଦରାନ, ଏଫତାପ୍ ଆଲମ୍, ହାମିଦ୍ ହାସନ୍, ମୁଜିବ୍ ଉର୍ ରହମାନ୍ ।

ଷ୍ଟାଣ୍ଡବାଏ- ଇକରାମ ଅଲିଖିଲ, କରିମ ଜାନତ ଏବଂ ସଇଦ୍ ସିରଜାଦ୍ ।

Intro:Body:

ssdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.