ETV Bharat / sports

Cricket World Cup 2023: ଆଜି ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମୁକାବିଲା, ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ଆଫ୍‌ଗାନ୍‌ ଟିମ୍‌

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ 2023ରେ ଆଜି 16ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ । ଅଧିକ ପଢ଼ନ୍ତୁ

Cricket World Cup 2023
Newzealand vs Afghanistan
author img

By ETV Bharat Odisha Team

Published : Oct 18, 2023, 11:34 AM IST

ଚେନ୍ନାଇ: କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 ଜାରି ରହିଛି । ଚଳିତ ସଂସ୍କରଣରେ ଆଜି 16ତମ ଲିଗ୍‌ ମ୍ୟାଚ୍‌ ଖେଳାଯିବ । ଏଥିରେ ନ୍ଯୁଜିଲାଣ୍ଡ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ । ନ୍ୟୁଜିଲାଣ୍ଡ ଚତୁର୍ଥ ବିଜୟ ଲକ୍ଷ୍ୟ ରଖିଥିବା ବେଳେ ଡିଫେଣ୍ଡିଂ ଚମ୍ପିଆନ ବିପକ୍ଷରେ ବିପର୍ଯ୍ୟୟ ଘଟାଇ ବିଜୟଖାତା ଖୋଲିଥିବା ଆଫଗାନିସ୍ତାନ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି । ଏହି ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବ ଉତ୍ସାହ ଦେଖିବାକୁ ମିଳିଛି ।

ନ୍ୟୁଜିଲାଣ୍ଡ ବନାମ ଆଫଗାନିସ୍ତାନ: 2019 ବିଶ୍ବକପ ରନର୍ସଅପ୍‌ ନ୍ୟୁଜିଲାଣ୍ଡ୍‌ ଚଳିତ ସଂସ୍କରଣରେ ଏଯାବତ ଅପରାଜେୟ ରହିଛି । ଦଳ 3ଟି ମ୍ୟାଚ୍‌ ଖେଳି 3ଟି ଯାକ ମ୍ୟାଚ୍‌ରେ ଜବରଦସ୍ତ ବିଜୟ ହାସଲ କରିଛି । ଦଳ ନିଜର ଦକ୍ଷତା ଦେଖାଇବା ସହି ସେମିଫାଇନାଲ ଦାବିଦାର ଭାବେ ପ୍ରମାଣ ଦେଇଛି । ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଛି । ଦଳରେ ଆହତ ସମାସ୍ୟା ରହିଛି । ଅଧିନାୟକ କେନ ୱିଲିମୟସନ ଆହତ ହୋଇଛନ୍ତି ତାଙ୍କ ସ୍ଥାନରେ ଟମ ଲାଥମ ଦଳର ନେତୃତ୍ବ ନେବେ । ଦଳ ଆଫଗାନିସ୍ତାନକୁ ହରାଇ ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି । ଆଜି ୱିଲ ୟଙ୍ଗ ଓପନ କରିବେ ।

2019 ବିଶ୍ବକପ୍‌ ରନର୍ସଅପ୍‌ ନ୍ୟୁଜିଲାଣ୍ଡ ଚଳିତ ସଂସ୍କରଣରେ ଏଯାବତ ଅପରାଜେୟ ରହିଛି । ଦଳ 3ଟି ମ୍ୟାଚ୍‌ ଖେଳି 3ଟି ଯାକ ମ୍ୟାଚରେ ଜବରଦସ୍ତ ବିଜୟ ହାସଲ କରିଛି । ଦଳ ନିଜର ଦକ୍ଷତା ଦେଖାଇବା ସହି ସେମିଫାଇନାଲ୍‌ ଦାବିଦାର ଭାବେ ପ୍ରମାଣ ଦେଇଛି । ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଛି । ଦଳରେ ଆହତ ସମାସ୍ୟା ରହିଛି । ଅଧିନାୟକ କେନ୍‌ ୱିଲିମୟସନ ଆହତ ହୋଇଛନ୍ତି ତାଙ୍କ ସ୍ଥାନରେ ଟମ୍‌ ଲାଥମ ଦଳର ନେତୃତ୍ବ ନେବେ । ଦଳ ଆଫଗାନିସ୍ତାନକୁ ହରାଇ ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି । ଆଝି ୱିଲ ୟଙ୍ଗ ଓପନ କରିବେ ।

ଏହା ବି ପଢନ୍ତୁ...Cricket World Cup 2023: ବିଶ୍ବକପ୍‌ରେ ପୁଣି ବିପର୍ଯ୍ୟୟ, ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ହରାଇଲା ନେଦରଲ୍ୟାଣ୍ଡ

ପିଚ୍ ରିପୋର୍ଟ: ଚେନ୍ନାଇର ଚେପକ ଷ୍ଚାଡିୟମରେ ଭାରତ ଓ ଅଷ୍ଚ୍ରେଲିଆ ମଧ୍ୟରେ ପ୍ରଥମ ମ୍ୟାଚ୍‌ କଳାମାଟିରେ ଖେଳାଯାଇଥିଲା । ଏମଏ ଚିଦାମ୍ବରମ ଷ୍ଟାଡିୟମ ତାର ବିଶେଷତ୍ବ ପାଇଁ ପ୍ରସିଦ୍ଧି ଲାଭ କରିଛି । ଆଜିର ମ୍ୟାଚରେ ଏହି ପିଚ ପେସ ବୋଲରଙ୍କୁ ସୁହାଇବ । ଚେନ୍ନାଇରେ ସର୍ବଦା ସ୍ପିନରଙ୍କ ରାଜୁତି ଦେଖିବାକୁ ମିଳିଛି । ସ୍ପିନର ପିଚର ଫାଇଦା ଉଠାଇ ପାରନ୍ତି । ଏହି ପିଚରେ ପ୍ରଥମ ବ୍ୟାଟିଂ କରୁଥିବା ଦଳର ପଲ୍ଲା ଭାରି ରହିଛି । 25 ମ୍ୟାଚରୁ 14 ମ୍ୟାଚ୍‌ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଜିତିଛି ।

ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଦଳ: ଡେଭନ କନୱେ, ୱିଲ ୟଙ୍ଗ, ରଚିନ ରବିନ୍ଦ୍ର, ଟମ ଲାଥମ, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର, ମାଟ ହେନେରୀ, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଡ ।

ଆଫଗାନିସ୍ତାନ ସମ୍ଭାବ୍ୟ ଦଳ: ରହମୁନୁଲ୍ଲା ଗୁରବାଜ, ଇବ୍ରାହିମ ଜାଡ୍ରାନ, ରହମତ ଶାହ, ହସମତୁଲ୍ଲା ସାହିଦି, ମହମ୍ମଦ ନବି, ଅଜମତୁଲ୍ଲା ଓମାରଜାଇ, ହମ୍ମଦ ନବି, ଇକ୍ରମା ଅଲିଖିଲ, ରାସିଦ ଖାନ, ନବୀନ-ଉଳ ହକ, ମୁଜିବ ଉର ରେହମାନ, ଫଜଲହକ ଫାରୁକି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.