ETV Bharat / sports

କୋଚ ହୋଇ ପାକିସ୍ତାନକୁ ସଜାଡିବେ ରୋହିତ !

author img

By

Published : Jun 17, 2019, 5:20 PM IST

ଜଣେ କ୍ରିକେଟର ଭାବରେ ପାକିସ୍ତାନ ବ୍ୟାଟ୍ସ ମ୍ୟାନଙ୍କୁ କଣ ଉପଦେଶ ଦେବେ ବୋଲି ରୋହିତଙ୍କୁ ଜଣେ ପାକିସ୍ତାନ ସାମ୍ବାଦିକ ପ୍ରଶ୍ନ କରିଥିଲେ । ଉତ୍ତରରେ ରୋହିତ କହିଥିଲେ ପାକିସ୍ତାନର କୋଚ କରନ୍ତୁ ତାପରେ କହିବି ।

ଫାଇଲ ଫଟୋ

ଲଣ୍ଡନ: ବିଶ୍ବକପରେ 7ମ ଥର ପାଇଁ ପାକିସ୍ତାକୁ ହରାଇଛି ଟିମ ଇଣ୍ଡିଆ । ଓପନର ରୋହିତ ଶର୍ମା 113 ବଲରେ 140 ରନର ଇନିଂସ ଖେଳି ପାକିସ୍ତାନ ବୋଲରଙ୍କୁ ମନଇଛା ପ୍ରହାର କରିଥିଲେ । ତେବେ ମ୍ୟାଚ ପରେ ପ୍ରେସ କନ୍ପରେନ୍ସକୁ ଆସିଥିଲେ ରୋହିତ ।

ରୋହିତ ଶର୍ମାଙ୍କ ପ୍ରତିକ୍ରିୟା

ଜଣେ ପାକିସ୍ତାନ ସାମ୍ବାଦିକ ରୋହିତଙ୍କୁ ପ୍ରଶ୍ନ କରିଥିଲେ । ରୋହିତଙ୍କ 140 ରନର ପାଳିକୁ ପ୍ରଶଂସା କରିଥିଲେ ସାମ୍ବାଦିକ ଜଣକ । ତେବେ ପାକିସ୍ତାନ ବ୍ୟାଟ୍ସମ୍ୟାନ ମ୍ୟାଚରେ ଅତି ଖରାପ ପ୍ରଦର୍ଶନ କରିଥିଲେ । ଜଣେ କ୍ରିକେଟର ଭାବରେ ପାକିସ୍ତାନ ବ୍ୟାଟ୍ସ ମ୍ୟାନଙ୍କୁ କଣ ଉପଦେଶ ଦେବେ ବୋଲି ରୋହିତଙ୍କୁ ପ୍ରଶ୍ନଥିଲା । ତେବେ ଉତ୍ତରରେ ରୋହିତ କହିଥିଲେ ପାକିସ୍ତାନର କୋଚ କରନ୍ତୁ ତାପରେ କହିବି ।

ବିଶ୍ବକପରେ ପାକିସ୍ତାନର ଦୟନୀୟ ପ୍ରଦର୍ଶନ ଦେଖିବାକୁ ମିଳିଛି । ଖେଳିଥିବା 5ଟି ମ୍ୟାଚରୁ 3ଟିରେ ହାରିସାରିଛି ଦଳ । ମାତ୍ର ଗୋଟିଏ ବିଜୟ ଓ ବର୍ଷା ଯୋଗୁଁ ବାତିଲ ହୋଇଥିବା ମ୍ୟାଚରୁ ଏକ ପଏଣ୍ଟ ସହ, ପଏଣ୍ଟ ଟେବୁଲର 9ମ ସ୍ଥାନରେ ରହିଛି । ବାକିଥିବା 4ଟି ମ୍ୟାଚରୁ ନିଶ୍ଚିନ୍ତ ବିଜୟ ହାସଲ ନ କଲେ ଶ୍ରେଷ୍ଠ 4 ମଧ୍ୟରେ ନରହି ବିଶ୍ବକପରୁ ବାଦ ପଡିବ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

dd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.