ETV Bharat / sports

ମହିଳା ଟି-20 ବିଶ୍ବକପ: ହାରିଲେ, ହୃଦୟ ଜିତିଲେ ଭାରତୀୟ ମହିଳା

author img

By

Published : Mar 8, 2020, 10:09 PM IST

ମହିଳା ଟି-20 ବିଶ୍ବକପରେ ପରାସ୍ତ ହୋଇଛି ଭାରତ । ଫଳରେ ମହିଳା ଦିବସରେ ଭାରତୀୟ ମହିଳାଙ୍କ ବିଶ୍ବବିଜୟ ଆଶା ଅଧୁରା ରହିଯାଇଛି ।

T20 World Cup
ମହିଳା ଟି-20 ବିଶ୍ବକପ

ମେଲବୋର୍ଣ୍ଣ: ମହିଳା ଟି-20 ବିଶ୍ବକପରେ ପରାସ୍ତ ହୋଇଛି ଭାରତ । ଫଳରେ ମହିଳା ଦିବସରେ ଭାରତୀୟ ମହିଳାଙ୍କ ବିଶ୍ବବିଜୟ ଆଶା ଅଧୁରା ରହିଯାଇଛି । ପ୍ରଥମ ଥର ଏହି ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିଲା ଭାରତୀୟ ଦଳ ।

T20 World Cup
ଶେଫାଳି ବର୍ମା

ଫାଇନାଲ ପର୍ଯ୍ୟନ୍ତ ଅପରାଜେୟ ରହିଥିଲା ଦଳ । ପ୍ରଥମ ମ୍ୟାଚରୁ ଚମ୍ପିଆନ ଭଳି ଖେଳିଥିଲା ହରମନପ୍ରୀତଙ୍କ ଦଳ । ତେବେ ଫାଇନାଲ ଫାଇଟରେ ବାଜି ମାରିନେଇଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରିବା ସହ 2 ଓପନରଙ୍କ ଧୁଆଁଧାର ଇଂନିସରେ ଅଷ୍ଟ୍ରେଲିଆ ବିଜୟର ମୂଳଦୂଆ ପଡିଥିଲା । ବିଶାଳ 185 ଟାର୍ଗେଟକୁ ପିଛା କରୁଥିବା ଭାରତ ପ୍ରଥମରୁ ଷ୍ଟାର ବ୍ୟାଟ୍ସମ୍ୟାନ ଶେଫାଳି ବର୍ମା, ସ୍ମୃତି ମାନ୍ଧାନା, ତାନିଆ ଭାଟିଆଙ୍କୁ ହରାଇଥିଲା । ଫଳରେ ରନ ରେଟର ଚାପ ସାଙ୍ଗକୁ, ନିୟମିତ ବ୍ୟବଧାନରେ ୱିକେଟ ପତ୍ତନ ଦଳକୁ ବଡ ପରାଜୟ ଦେଇଥିଲା ।

ତେବେ ଏହି ପରାଜୟ ପରେ ଭାରତୀୟ ଖେଳାଳି ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଥିଲା । ପୁରୁଷ ଟିମର କ୍ୟାପଟେନ ବିରାଟ କୋହଲି ଓ ମହାନ ସଚିନ ତେନ୍ଦୁଲକର ପ୍ରଦର୍ଶନରେ ଗର୍ବିତ ବୋଲି କହିବା ସହ, ସ୍ବାନ୍ତ୍ବନାମୂଳକ ଟ୍ବିଟ କରିଥିଲେ । ଏହି ପରାଜୟରୁ ଶିଷା ଗ୍ରହଣ କରି ଭବିଷ୍ୟତରେ ବିଜୟରେ ବଦଳାଇବ ବୋଲି ବିଶ୍ବାସ ରହିଛି କହିଛନ୍ତି ।

  • Congratulations to Australia for winning the @T20WorldCup. It was a tough day for #TeamIndia. Our team is young and will grow into a solid unit. You have inspired many across the globe. We are proud of you. Keep working hard and never lose hope. It will happen one day.#INDvsAUS pic.twitter.com/RrH1dLqkBW

    — Sachin Tendulkar (@sachin_rt) March 8, 2020 " class="align-text-top noRightClick twitterSection" data=" ">
  • Proud of all the efforts put in by the Indian Women's Cricket Team throughout their #T20WorldCup campaign. I'm confident that you girls will bounce back stronger than ever. 🙌 @BCCIWomen

    — Virat Kohli (@imVkohli) March 8, 2020 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.