ETV Bharat / sports

ଟିମ ଇଣ୍ଡିଆକୁ ଫେରିବେ ମନିଷ ପାଣ୍ଡେ !

author img

By

Published : Jul 18, 2019, 12:05 PM IST

ଟିମ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନିଷ ପାଣ୍ଡେଙ୍କ ହୋଇପାରେ ଘରବାହୁଡା । ମନିଷ ବର୍ତ୍ତମାନ ଇଣ୍ଡିଆ-ଏ ର କ୍ୟାପଟେନ ଅଛନ୍ତି । ଇଣ୍ଡିଆ-ଏ ୱେଷ୍ଟଇଣ୍ଡିଜ-ଏ ମଧ୍ୟରେ ଶୃଙ୍ଖଳା ଖେଳାଯାଉଥିବା ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରି ସିନିୟର ଦଳକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି ମନିଷ ପାଣ୍ଡେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଟିମ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନିଷ ପାଣ୍ଡେଙ୍କ ହୋଇପାରେ ଘରବାହୁଡା । ମନିଷ ବର୍ତ୍ତମାନ ଇଣ୍ଡିଆ-ଏ ର କ୍ୟାପଟେନ ଅଛନ୍ତି । ସିନିୟର ଦଳକୁ ଫେରିବାକୁ ମନିଷ ପାଣ୍ଡେଙ୍କ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ । କାରଣ ମଧ୍ୟକ୍ରମରେ ଦକ୍ଷ ଓ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ସନ୍ଧାନରେ ରହିଛନ୍ତି ଚୟନକର୍ତ୍ତା ।

ଭାରତୀୟ ସିନିୟର କ୍ରିକେଟ ଦଳ ଅଗଷ୍ଟରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ଏନେଇ ବିସିସିଆଇ କୌଣସି ମୂହୁର୍ତ୍ତରେ ଭାରତୀୟ ଦଳ ଘୋଷଣା କରିପାରେ । ତେବେ ଏହି ଗ୍ରସ୍ତରେ ଭାରତୀୟ ଦଳ ଟି-20, ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଖେଳିବ । ତେଣୁ ଦିନିକିଆ କିମ୍ବା ଟି-20 ଦଳରେ ମନିଷଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ(Twitter@BCCI )

ତେବେ ଏହି ଶୃଙ୍ଖଳା ଆରମ୍ଭ ପୂର୍ବରୁ ଇଣ୍ଡିଆ-ଏ ୱେଷ୍ଟଇଣ୍ଡିଜ-ଏ ମଧ୍ୟରେ ଶୃଙ୍ଖଳା ଖେଳାଯାଉଛି । ଏଥିରେ ଭଲ ପ୍ରଦର୍ଶନ ପରେ ସିନିୟର ଦଳରେ ସ୍ଥାନ ପାଇବାର ସମ୍ଭାବନା ବଢିବ । ଭଲ ପ୍ରଦର୍ଶନ କରି ଜାତୀୟ ଦଳକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ମନିଷ ବିସିସିଆଇ ଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି । ୱେଷ୍ଟଇଣ୍ଡିଜ -ଏ ବିପକ୍ଷରେ ଦମଦାର ଶତକ ହାସଲ କରି ଫର୍ମରେ ଥିବା ସୂଚନା ଦେଇସାରିଛନ୍ତି ମନିଷ ପାଣ୍ଡେ ।

Intro:Body:

asc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.