ନୂଆଦିଲ୍ଲୀ: ଚଳିତ ସୁଟିଂ ବିଶ୍ବକପରେ ଭରତର ପଦକ ବିଜୟ ଅଭିଯାନ ଜାରି । ଶୁକ୍ରବାର ସଞ୍ଜୀବ ରାଜପୁତ ଓ ତେଜସ୍ବିନୀ ସାୱନ୍ତ 50 ମିଟର ରାଇଫଲ 3 ପୋଜିସନ ମିକ୍ସଡ ଟିମ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ଫଳର ଭାରତ ଖାତାରେ ଆଉ ଏକ ସ୍ବର୍ଣ୍ଣ ପଦକ ଯୋଡି ହୋଇଛି ।
-
Many congratulations to @sanjeevrajput1 & @Tejaswini1280 on winning 50m rifle 3 position mixed 🥇 in @ISSF_Shooting World Cup while the team of #SunidhiChauhan and #AishwaryPratapSinghTomar won the 🥉.
— SAIMedia (@Media_SAI) March 26, 2021 " class="align-text-top noRightClick twitterSection" data="
Way to go #TeamIndia! pic.twitter.com/YZVlQvSPHH
">Many congratulations to @sanjeevrajput1 & @Tejaswini1280 on winning 50m rifle 3 position mixed 🥇 in @ISSF_Shooting World Cup while the team of #SunidhiChauhan and #AishwaryPratapSinghTomar won the 🥉.
— SAIMedia (@Media_SAI) March 26, 2021
Way to go #TeamIndia! pic.twitter.com/YZVlQvSPHHMany congratulations to @sanjeevrajput1 & @Tejaswini1280 on winning 50m rifle 3 position mixed 🥇 in @ISSF_Shooting World Cup while the team of #SunidhiChauhan and #AishwaryPratapSinghTomar won the 🥉.
— SAIMedia (@Media_SAI) March 26, 2021
Way to go #TeamIndia! pic.twitter.com/YZVlQvSPHH
ସୁନିଧି ଚୌହାନ ଓ ଐଶୟାରୀ ପ୍ରତାପ ସିଂହ ତୋମାର ସମାନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାତେଇଛନ୍ତି । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଟ୍ବିଟ ଯୋଗେଁ ସଫଳ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛି ।
ପୂର୍ବରୁ ଗୁରୁବାର ଭାରତୀୟ ମହିଳା 25 ମିଟର ପିସ୍ତଲ ଟିମ ମନୁ ଭାକର, ରାନୀ ସାରନୋବାତ ଓ ଚିଙ୍କି ଯାଦବ ସ୍ବର୍ଣ୍ଣରେ ଚମକିଥିଲେ । ଫାଇନାଲରେ ପୋଲାଣ୍ଡକୁ 17-7ରେ ହରାଇ ଭାରତୀୟ ଟିମ ସ୍ବର୍ଣ୍ଣ ପଦକ ହାତେଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ