ETV Bharat / sports

ବିଶ୍ବକପ: ଜସ ଜିତି ଇଣ୍ଡିଜର ବୋଲିଂ ନିଷ୍ପତ୍ତି, କିଓ୍ବିର ବ୍ୟାଟିଂ ଜାରି - NEW ZEALAND

ବିଶ୍ବକପ ଲଢେଇରେ ନ୍ୟୁଜିଲାଣ୍ଡ-ୱେଷ୍ଟଇଣ୍ଡିଜ ଟକ୍କର ଚାଲିଛି ।  ମ୍ୟାଚର ପ୍ରଥମ ଓଭରର ପ୍ରଥମ ବଲରେ ଗୁପ୍ଟିଲ ଓ 5ମ ବଲରେ ମୁନରୋଙ୍କୁ କଟ୍ରେଲ ଆଉଟ କରିଦେଇଛନ୍ତି । ନ୍ୟୁଜିଲାଣ୍ଡ କ୍ୟାପଟେନ ୱିଲିୟମସନ ଓ ରସ ଟେଲର ଦଳର ପାଳିକୁ ଆଗକୁ ବଢାଉଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jun 22, 2019, 8:12 PM IST

Updated : Jun 22, 2019, 8:53 PM IST

ମାଞ୍ଚେଷ୍ଟର: ବିଶ୍ବକପ ଲଢେଇରେ ଶନିବାର 2ଟି ମ୍ୟାଚ ଖେଳାଯାଉଛି । ଭାରତ ଆଫଗାନିସ୍ତାନ ମ୍ୟାଚ ଚାଲିଥିବାବେଳେ ନ୍ୟୁଜିଲାଣ୍ଡ-ୱେଷ୍ଟଇଣ୍ଡିଜ ଟକ୍କର ଚାଲିଛି ।

ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ଟସ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି ୱେଷ୍ଟଇଣ୍ଡିଜ । ନ୍ୟୁଜିଲାଣ୍ଡର 2 ଓପନର ମାର୍ଟିନ ଗୁପ୍ଟିଲ ଓ କଲିନ ମୁନରୋ ଶୂନରେ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ମ୍ୟାଚର ପ୍ରଥମ ଓଭରର ପ୍ରଥମ ବଲରେ ଗୁପ୍ଟିଲ ଓ 5ମ ବଲରେ ମନ୍ରୋଙ୍କୁ କଟ୍ରେଲ ଆଉଟ କରିଦେଇଛନ୍ତି ।

ତେବେ ନ୍ୟୁଜିଲାଣ୍ଡ ପାଳିକୁ କ୍ୟାପଟେନ ୱିଲିୟମସନ ଓ ରସ ଟେଲର ଆଗକୁ ବଢାଇଛନ୍ତି । ଉଭୟଙ୍କ ମଧ୍ୟରେ 100 ରନର ପାର୍ଟନରସିପ ପୁରା ହୋଇଛି । ୱିଲିୟମସନ ଓ ଟେଲର ଅର୍ଦ୍ଧଶତକ ପୂରଣ କରି ଅପରାଜିତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK 

Conclusion:
Last Updated : Jun 22, 2019, 8:53 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.