ETV Bharat / sports

ଧୋନିଙ୍କ ହେୟାର ଷ୍ଟାଇଲ କପି କଲା ଟିମ ଇଣ୍ଡିଆ - CHAHAL

ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି । ଧୋନିଙ୍କ ଭଳି ହେୟାର ଷ୍ଟାଇଲ ଆପଣାଇଲେ ବିରାଟ । ବିରାଟଙ୍କ ସହ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ସ୍ପିନର ଚହଲ ଓ ଧୋନୀ ନୂଆ ଷ୍ଟାଇଲର ହେୟାର କଟ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 20, 2019, 7:34 PM IST

ଲଣ୍ଡନ: ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି । ଧୋନିଙ୍କ ଭଳି ହେୟାର ଷ୍ଟାଇଲ ଆପଣାଇଲେ ବିରାଟ । ବିରାଟଙ୍କ ସହ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ସ୍ପିନର ଚହଲ ଓ ଧୋନି ନୂଆ ଷ୍ଟାଇଲର ହେୟାର କଟ କରିଛନ୍ତି ।

ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)
ଧୋନି ସର୍ବଦା ନୂଆ ଷ୍ଟାଇଲର ହେୟାର କଟ କରିବା ଆଗରୁ ନଜିର ରହିଛି । ତାରକା ହେୟାର ଷ୍ଟାଇଲିଷ୍ଟ ଆଲିମ ହାକିମ ଟିମ ଏହି ଖେଳାଳିଙ୍କ ହେୟାର କଟ କରିଥିବାର ଜଣାପଡିଛି ।ପରେ ବିସିସିଆଇ ପକ୍ଷରୁ ଖେଳାଳିଙ୍କ ଫଟୋ ପୋଷ୍ଟ କରାଯାଇ କିଏ ଅଧିକ କୁଲ ବୋଲି କୁହାଯାଇଛି ।

ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ପ୍ରଦର୍ଶନ ପରେ ଖେଳାଳିଙ୍କ ମନୋବଳ ଉଚ୍ଚା ରହିଛି । ବିରାଟ 89 ରନର ଧୈର୍ଯ୍ୟପୂର୍ଣ୍ଣ ଇଂନିସ ଖେଳିଥିଲେ । ଭାରତର ପରବର୍ତ୍ତୀ ମ୍ୟାଚ ଆଫଗାନିସ୍ତାନ ସହିତ ରହିଛି । ତେବେ ଏହି ମ୍ୟାଚ, ପୂର୍ବରୁ ଟିମ ଇଣ୍ଡିଆ ଚାପ ଶୂନ୍ୟ ରହିଛି । ତେବେ ଟିମରେ ଶିଖର ଧାୱନଙ୍କ ବଦଳରେ ରିଷଭ ପନ୍ତଙ୍କୁ ସାମିଲ କରାଯାଇଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.