ETV Bharat / sports

ବିଶ୍ବକପ: ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମ୍ୟାଚ ଅଧାରୁ ବନ୍ଦ

ଚଳିତ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ବର୍ଷା ପାଇଁ ଅଧାରୁ ବନ୍ଦ ରହିଛି ।

author img

By

Published : Jun 15, 2019, 11:16 PM IST

ଫଟୋ ସୌaଜନ୍ୟ: ଡିଜାଇନ ଫଟୋ

ଲଣ୍ଡନ: ଚଳିତ ବିଶ୍ବକପରେ ବର୍ଷାର ପ୍ରକୋପ କମିବାର ନାଁ ଧରୁନି । ଏଯାବତ 4ଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ବତିଲା ସରିଲାଣି । ତେବେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଆରମ୍ଭ ତ ହୋଇଥିଲା । ପ୍ରଥମେ ଟସ ଜିତିଥିଲା ଦକ୍ଷିଣ ଆଫ୍ରିକା । ବ୍ୟାଟିଂ ପାଇଁ ଆଫଗାନ ଟିମକୁ ଆମନ୍ତ୍ରଣ କରିଥିଲା ।

ମ୍ୟାଚର 20 ତମ ଓଭର ବେଳକୁ ବର୍ଷା ଆରମ୍ଭ ହୋଇଯାଇଥିଲା । ଅମ୍ପାୟାର ମ୍ୟାଚ ବନ୍ଦ ରଖି ପିଚକୁ କଭର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଆଉ ଏକ ମ୍ୟାଚ ବର୍ଷା ପାଇଁ ଅଧା ଖେଳରୁ ବନ୍ଦ ରହିଛି ।
ଆଫଗାନିସ୍ତାନର ସ୍କୋର 20 ଓଭରରେ 2 ୱିକେଟ ହରାଇ 69 ରନ ରହିଛି । ନୁର ଅଲ୍ଲୀ 57 ବଲରେ 37 ରନ କରି ନଟଆଉଟ ଅଛନ୍ତି ।
l ବର୍ଷା କମିବାର ସମ୍ଭାବନା ରହିଛି । ମ୍ୟାଚର ଓଭର କମାଇ ଖେଳ ପୁନର୍ବାର ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Intro:Body:

zdb

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.