ETV Bharat / sports

ବିଶ୍ବକପ: ଜୋରଦାର ହେଉଛି ଲଢେଇ, ଫ୍ୟାନ୍ସ ନେଉଛନ୍ତି ମଜା - fans

ଇଂଲଣ୍ଡର କ୍ରମାଗତ ୱିକେଟ ପତନ ଘରୋଇ ଦର୍ଶକଙ୍କୁ କଷ୍ଟ ଦେଉଥିଲା । ଅନ୍ୟପଟେ ଲଗାତାର 11ଟି ଦିନିକିଆ ମ୍ୟାଚ ହାରିବା ପରେ ପାକିସ୍ତାନ ଫ୍ୟାନ୍ସ ଖୁସିରେ ଆତ୍ମହରା ହୋଇଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ, (ଟ୍ବିଟର ଆଇସିସି)
author img

By

Published : Jun 4, 2019, 3:05 PM IST

ଲଣ୍ଡନ: ଚାଲିଛି ଆଇସିସି ବିଶ୍ବକପ କ୍ରିକେଟ 2019 । ସେଥିପାଇଁ ସାରା ବିଶ୍ବର ଧ୍ୟାନ କେନ୍ଦ୍ରିତ ହୋଇଛି ଇଂଲଣ୍ଡରେ ।

ତେବେ କ୍ରିକେଟର ଏହି ବଡ ଟୁର୍ଣ୍ଣାମେଣ୍ଟ ଯେତେ ଆଗଉଛି, ସେତିକି ରୋମାଞ୍ଚ ବଢୁଛି । ନିଜ ଦେଶର ପ୍ରଶଂସକଙ୍କ ହୃଦସ୍ପନ୍ଦନ ବଢୁଛି । ମ୍ୟାଚରେ ଏମିତି କିଛି ପରିସ୍ଥିତି ହେଉଛି, ଯେଉଁଠି ଷ୍ଟାଡିୟମରେ ମ୍ୟାଚ ଦେଖୁଥିବା ଦର୍ଶକ ଆତ୍ମହରା ହେଉଛନ୍ତି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ, (ଟ୍ବିଟର ଆଇସିସି)

ସୋମବାର ଇଂଲଣ୍ଡ ପାକିସ୍ତାନ ମୁକାବଲାରେ ଘରୋଇ ଦଳକୁ ମାତ ଦେଇଛି ପାକ । ଟସ ଜିତି ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ପାକିସ୍ତାନକୁ ବ୍ୟାଟିଂ ପାଇଁ କହିଥିଲେ । ଫଳରେ ପାକିସ୍ତାନ ଇଂଲଣ୍ଡ ସାମ୍ନାରେ 349 ରନର ଟାର୍ଗେଟ ରଖିଥିଲା । ତେବେ ବିଜୟ ଠାରୁ 14ରନ ପଛରେ ରହିଯାଇଥିଲା ଇଂଲଣ୍ଡ ।

ଇଂଲଣ୍ଡର ପାଳିରେ 2ଟି ଶତକୀୟ ଇନିଂସ ଥିଲେ ମଧ୍ୟ ଦଳ ଜିତିପାରିନଥିଲା । ଇଂଲଣ୍ଡର କ୍ରମାଗତ ୱିକେଟ ପତନ ଘରୋଇ ଦର୍ଶକଙ୍କୁ କଷ୍ଟ ଦେଉଥିଲା । ଅନ୍ୟପଟେ ଲଗାତାର 11ଟି ଦିନିକିଆ ମ୍ୟାଚ ହାରିବା ପରେ ପାକିସ୍ତାନ ଫ୍ୟାନ୍ସ ଖୁସିରେ ଆତ୍ମହରା ହୋଇଥିଲେ ।

Intro:Body:

dh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.