ETV Bharat / sports

ଆଜି ଶେଷ ମ୍ୟାଚ, ବିଶ୍ବକପରେ ଆଉ ଖେଳିବେନି ଏହି 3 ଖେଳାଳି

ଆଜି ପରେ ବିଶ୍ବକପ ମ୍ୟାଚରେ ଆଉ ନଜର ଆସିବେନି ଶ୍ରୀଲଙ୍କାର ଲସିଥ ମାଲିଙ୍ଗା, ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ଓ ଜେ ପି ଡୁମିନି ।

author img

By

Published : Jul 6, 2019, 8:32 PM IST

Updated : Jul 6, 2019, 8:53 PM IST

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

ହାଇଦ୍ରାବାଦ: ଚଳିତ ବିଶ୍ବକପ ଅନେକ ଭେଟେରାନ ଖେଳାଳିଙ୍କ ଶେଷ ବିଶ୍ବକପ । ଆଉ ନିଜ ପାଇଁ ବିଶ୍ବକପ ମ୍ୟାଚରେ ତାଙ୍କୁ ଖେଳୁଥିବାର ଦର୍ଶକ ଦେଖିପାରିବେ ନାହିଁ । ଆନ୍ତଜାର୍ତିକ କ୍ରିକେଟକୁ ଏହି ଖେଳାଳି ବିଦାୟ କହିନାହାଁନ୍ତି । ମାତ୍ର ଏହି ବିଶ୍ବକପ ସେମାନଙ୍କର ଶେଷ ବିଶ୍ବକପ ହୋଇଛି । ବିଶ୍ବକପ ସରିବା ପରେ ଆନ୍ତଜାର୍ତିକ କ୍ରିକେଟକୁ ଆନୁଷ୍ଠାନିକ ଅଲବିଦା କହିପାରନ୍ତି ଏହି ଭେଟେରାନ ଖେଳାଳି । ନିଜ ଲମ୍ବା କ୍ରିକେଟ କ୍ୟାରିୟରରେ ଦେଶ ପାଇଁ ଖେଳି ଅନେକ ସଫଳତା ପାଇଛନ୍ତି । ଏହା ସହ ଦେଶ ପାଇଁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଛନ୍ତି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketwoprldcup)

ଆଜି ଚଳିତ ବିଶ୍ବକପର ଶେଷ ଲିଗ ମ୍ୟାଚ ଖେଳାଯାଉଛି । ମାଞ୍ଚେଷ୍ଟରରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଓ ଲିଡସରେ ଭାରତ-ଶ୍ରୀଲଙ୍କା ମ୍ୟାଚ ଖେଳାଯାଉଛି ।

ଶ୍ରୀଲଙ୍କାର ଭେଟେରାନ ବୋଲର ଲସିଥ ମାଲିଙ୍ଗା ଆଜି ପରେ ଆଉ ବିଶ୍ବକପରେ ନଜର ଆସିବେନି । ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଷ୍ଟାର ସ୍ପିନର ଇମ୍ରାନ ତାହିର ଓ ଜେପି ଡୁମିନି ଆଜି ବିଶ୍ବକପର ଶେଷ ମ୍ୟାଚ ଖେଳୁଛନ୍ତି । ତେବେ ଉଭୟ ଦଳ ଚଳିତ ବିଶ୍ବକପର ସେମିଫାଇନାଲରୁ ବାଦ ପଡିଛନ୍ତି ।

Intro:Body:

SPORTS BLANK

Conclusion:
Last Updated : Jul 6, 2019, 8:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.