ETV Bharat / sports

ସେମିରେ ବାଦ ପଡିଲେ ସାମି, ମ୍ୟାନେଜମେଣ୍ଟ ଉପରେ ବର୍ଷିଲେ ପ୍ରଶଂସକ - criticised

ଭାରତୀୟ ଟିମ ମ୍ୟାନେଜମେଣ୍ଟକୁ ଭାରତୀୟ ପ୍ରଶଂସକଙ୍କ ରୋଷର ଶୀକାର ହେବାକୁ ପଡିଛି । ସେମିଫାଇନାଲ ଭଳି ନକଆଉଟ ମ୍ୟାଚରେ ଚୂଡାନ୍ତ ଏକାଦଶରେ ପେସ ବୋଲର ମହମ୍ମଦ ସାମିଙ୍କୁ ଦଳରେ ସାମିଲ ନକରାଯିବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି, ଆକାଶ ଚୋପ୍ରା, କମେଣ୍ଟେଟର ହର୍ଷ ଭୋଗଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 9, 2019, 6:19 PM IST

ହାଇଦ୍ରାବାଦ: ଭାରତୀୟ ଟିମ ମ୍ୟାନେଜମେଣ୍ଟକୁ ଭାରତୀୟ ପ୍ରଶଂସକଙ୍କ ରୋଷର ଶୀକାର ହେବାକୁ ପଡିଛି । ସେମି ମୁକାବିଲାର ଚୂଡାନ୍ତ ଏକାଦଶରେ ପେସ ବୋଲର ମହମ୍ମଦ ସାମିଙ୍କୁ ଦଳରେ ସାମିଲ ନକରାଯିବାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ସୋସିଆଲ ମିଡିଆରେ ଟିମ ମ୍ୟାନେଜମେଣ୍ଟର ନିଷ୍ପତ୍ତିକୁ ସମାଲୋଚନା କରାଯାଉଛି ।

Indian
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketaakash)

ସାମି ବିଶ୍ବକପରେ 4ଟି ମ୍ୟାଚ ଖେଳି 14 ଟି ୱିକେଟ ଅକ୍ତିଆର କରିଛନ୍ତି । ସେଥିମଧ୍ୟରେ ଗୋଟିଏ ହ୍ରାଟିକ ମଧ୍ୟ ସାମିଲ ରହିଛି । ତେବେ ସେମିଫାଇନାଲ ଭଳି ନକଆଉଟ ମ୍ୟାଚରେ 5ଜଣ ବୋଲରଙ୍କୁ ନେଇ ଖେଳିବାକୁ ନେଇ ସହଜରେ ଗ୍ରହଣ କରିପାରିନାହାଁନ୍ତି ଭାରତୀୟ ପ୍ରଶଂସକ । ସାମି ଓ କୂଲଦିପଙ୍କ ସ୍ଥାନରେ ଭୁବନେଶ୍ବର କୁମାର ଓ ଜାଡେଜାଙ୍କୁ ଖେଳାଇବାକୁ ଆପତ୍ତି ଉଠାଇଛନ୍ତି ବହୁ ପ୍ରଶଂସକ ।

Indian
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@@bhogleharsha)

ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି, ଆକାଶ ଚୋପ୍ରା, କମେଣ୍ଟେଟର ହର୍ଷ ଭୋଗଲେ ସାମିଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ନମିଳିବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.