ETV Bharat / sports

ବିଶ୍ବକପ: ପାକିସ୍ତାନକୁ 337 ରନ ଟାର୍ଗେଟ ଦେଲା ଭାରତ

ପ୍ରଥମେ ବ୍ୟାଟିଂ କରି ଭାରତ ପାକିସ୍ତାନ ସାମ୍ନାରେ 337 ରନ ଲକ୍ଷ୍ୟ ଦେଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)
author img

By

Published : Jun 16, 2019, 7:36 PM IST

ମଞ୍ଚେଷ୍ଟର: ବିଶ୍ବକପରେ ଭାରତ ପାକିସ୍ତାନ ମହାମୁକାବଲା ହେଉଛି । ପ୍ରଥମେ ବ୍ୟାଟିଂ କରି ଭାରତ ପାକିସ୍ତାନ ସାମ୍ନାରେ 337 ରନ ଲକ୍ଷ୍ୟ ଦେଇଛି । ପ୍ରଥମରୁ ପାକିସ୍ତାନ ପେସ ବୋଲରଙ୍କୁ ଉଚିତ ମୁକାବଲା କରିଥିଲେ ଭାରତର ପ୍ରାରମ୍ଭିକ ଯୋଡି ରୋହିତ ଓ ରାହୁଲ ।

ପ୍ରଥମ ୱିକେଟ ଯୋଡିରେ 136 ରନ ଯୋଡିଥିଲେ । ରାହୁଲ 78 ବଲରୁ 57 ରନ କରି ପ୍ରଥମ ଖେଳାଳି ଭାବେ ଆଉଟ ହୋଇଥିଲେ । କିନ୍ତୁ ରୋହିତ ବ୍ୟାଟିଂ ଜାରି ରଖି ଦମଦାର ଶତକ ହାସଲ କରିଥିଲେ ।

ରୋହିତ 113 ବଲରୁ 14 ଚୌକା ଓ 3 ଛକା ସହାୟତାରେ କ୍ୟାରିୟର ଅନ୍ୟତମ ଶ୍ରେଷ୍ଠ ଇଂନିସ 140 ରନର ପାଳି ଖେଳିଥିଲେ । ପରେ କ୍ୟାପଟେନ ବିରାଟ କୋହଲି ପାଳିକୁ ସମ୍ଭାଳିଥିଲେ । 65 ବଲରେ 77 ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳିଥିଲେ । ପାଣ୍ଡ୍ୟା 19 ବଲରେ 26 ରନ କରି ଆଉଟ ହୋଇଥିଲେ ।

Intro:Body:

EY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.