ETV Bharat / sports

‘ନିଜକୁ ଶ୍ରେଷ୍ଠ, ଅନ୍ୟକୁ ଦୁର୍ବଳ ଭାବିବା ଭୁଲ’ - BCCI

ମ୍ୟାଚ ପୂର୍ବରୁ ବିରାଟ କୋହଲି କହିଛନ୍ତି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିବ । ସେ ପୁଣି କହିଛନ୍ତି, କାହାକୁ ଦୁର୍ବଳ ଭାବିବା ଠିକ ନୁହେଁ । କୌଣସି ବି ଟିମ ଅନ୍ୟକୁ ହରାଇବାର କ୍ଷମତା ରଖୁଛି । ତେଣୁ ଇଂଲଣ୍ଡକୁ ଆଖିବୁଜି ଶକ୍ତିଶାଳୀ କହିବାର କିଛି କାରଣ ନାହିଁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)
author img

By

Published : Jun 29, 2019, 5:53 PM IST

Updated : Jun 30, 2019, 12:07 AM IST

ଲଣ୍ଡନ: ରବିବାର ବିଶ୍ବକପରେ ହେବ ମହାମୁକାବଲା । ଆଇସିସି ମାନ୍ୟତାର 2 ଟପ ଟିମ ଭାରତ ଓ ଇଂଲଣ୍ଡ ହେବେ ମୁହାଁମୁହିଁ । ଏପଟେ ମୋର୍ଗାନଙ୍କ ନେତୃତ୍ବାଧୀନ ଇଂଲଣ୍ଡକୁ ଚିତପଟାଙ୍ଗ କରିବାକୁ ତୟାର ଅପରାଜେୟ ବିରାଟ ବାହିନୀ ।

ମ୍ୟାଚ ପୂର୍ବରୁ ବିରାଟ କୋହଲି କହିଛନ୍ତି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିବ । ଅନ୍ୟମ୍ୟାଚ ଭଳି ଏହି ମ୍ୟାଚକୁ ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରିବା ଆମର ଟାର୍ଗେଟ୍ । ତେବେ ବିଶ୍ବକପ ପୂର୍ବରୁ ଇଂଲଣ୍ଡକୁ ନେଇ ଅନେକ ଆଲୋଚନା ହେଉଥିଲା । ଦମଦାର ପ୍ରଦର୍ଶନ କରିବ ଓ ଅନ୍ୟଟିମକୁ ସହଜରେ ହରାଇବ । ତେବେ ଘରୋଇ ପରିବେଶରେ ଲଗାତାର 2ଟି ପରାଜୟ ପରେ ଇଂଲଣ୍ଡ ଚାପରେ ରହିଛି । ସୂତା ଖିଅରେ ଝୁଲୁଛି ଇଂଲଣ୍ଡର ସେମିଫାଇନାଲ ସ୍ବପ୍ନ ।

ତେଣୁ କାହାକୁ ଦୁର୍ବଳ ଭାବିବା ଠିକ ନୁହେଁ । ବିଶ୍ବକପରେ ଶ୍ରେଷ୍ଠ 10ଟି ଟିମ୍ ପରସ୍ପର ବିପକ୍ଷରେ ଖେଳୁଛନ୍ତି । କୌଣସି ବି ଟିମ ଅନ୍ୟକୁ ହରାଇବାର କ୍ଷମତା ରଖୁଛି ବୋଲି କୋହଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
Last Updated : Jun 30, 2019, 12:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.