ETV Bharat / sports

ବିଶ୍ବକପ: ଦାଦା-ଦ୍ରାବିଡଙ୍କୁ ଟପିଲେ ହିଟମ୍ୟାନ - dravid

ଚଳିତ ବିଶ୍ବକପରେ ରୋହିତଙ୍କ ରନ ବର୍ଷା ଜାରି ରହିଛି । ରୋହିତ 2019 ବିଶ୍ବକପରେ ଏଯାବତ 478 ରନ କରିସାରିଲେଣି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jul 2, 2019, 7:02 PM IST

ବର୍ମିଂହାମ: କ୍ରିକେଟ ବିଶ୍ବକପ ଇତିହାସରେ ଗୋଟିଏ ସଂସ୍କରଣରେ ଭାରତ ପକ୍ଷରୁ ସମସ୍ତଙ୍କୁ ଟପିଯାଇ ପାରନ୍ତି । କାରଣ ରୋହିତ ଦମଦାର ଫର୍ମରେ ରହିଛନ୍ତି ଏବଂ ଭାରତର ଚଳିତ ବିଶ୍ବକପରେ ମ୍ୟାଚ ଖେଳିବାକୁ ରହିଛି । 2003 ବିଶ୍ବକପରେ ସଚିନ 673 ରମ କରିଥିଲେ । 1996 ବିଶ୍ବକପରେ ସଚିନ 523 ରନ କରି 2ୟ ସର୍ବାଧିକ ରନ କରିଥିଲେ ।

2011 ବିଶ୍ବକପରେ 482 ରନକରି ସଚିନ 3ୟ ସର୍ବାଧିକ ରନ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ । ତେବେ ରୋହିତ 2019 ବିଶ୍ବକପରେ ଏଯାବତ 478 ରନ କରିସାରିଲେଣି । ସେଥିମଧ୍ୟରୁ 4ଟି ଦମଦାର ଶତକ ରହିଛି । ଏହି ରନ ସହିତ ରୋହିତ, ଗାଙ୍ଗୁଲି ଓ ଦ୍ରାବିଡଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । 2003 ବିଶ୍ବକପରେ ଗାଙ୍ଗୁଲି 465 ରନ କରିଥିଲେ । 1999 ବିଶ୍ବକପରେ 461 ରନ କରିଥିଲେ ।

ଚଳିତ ବିଶ୍ବକପରେ ରୋହିତଙ୍କ ରନ ବର୍ଷା ଜାରି ରହିଛି । ଏଯାବତ 4ଟି ଶତକ ହାସଲ କରିସାରିଲେଣି ରୋହିତ । ଦକ୍ଷିଣ ଆଫ୍ରିକା ବିପକ୍ଷରେ 122, ପାକିସ୍ତାନ ବିପକ୍ଷରେ 140, ଇଂଲଣ୍ଡ ବିପକ୍ଷରେ 102 ଓ ବାଂଲାଦେଶ ବିପକ୍ଷରେ 104ରନର ଶତକୀୟ ପାଳି ଖେଳିସାରିଲେଣି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.