ETV Bharat / sports

ବିଶ୍ବକପ: ହାଫିଜଙ୍କ 'ଫ୍ଲାଇଟ' ବୋଲିଂ, ଟ୍ରୋଲ କଲା ଆଇସିସି - flight

ମହମ୍ମଦ ହାଫିଜଙ୍କଲ ଫ୍ଲାଇଟ ବୋଲିଂକୁ ନେଇ ମଜାଦାର ଭିଡିଓ ଟ୍ବିଟ କଲା ଆଇସିସି ।

ଫଟୋ ସୌଜନ୍ୟ: ଡିଜାଇନ ଫଟୋ
author img

By

Published : Jul 6, 2019, 12:06 AM IST

ଲର୍ଡ୍ସ: ଇଂଲଣ୍ଡର ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡ କ୍ରିକେଟର ଅନେକ ସ୍ମରଣୀୟ ମୁହୁର୍ତ୍ତର ସାକ୍ଷୀ ରହିଛି । ତେବେ ପାକିସ୍ତାନ-ବାଂଲାଦେଶ ମ୍ୟାଚରେ ଘଟିଛି ଆଉ ଏକ ମଜାଦାର ଘଟଣା । ଯାହାକୁ ଆଇସିସି ପକ୍ଷରୁ ଟ୍ବିଟ କରାଯାଇ ଟ୍ରୋଲ କରାଯାଇଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

316ରନର ଟାର୍ଗେଟକୁ ପିଛା କରୁଥିବା ବାଂଲେଦେଶ ବ୍ୟାଟିଂ ସମୟରେ ଏହି ଘଟଣା ଘଟିଥିଲା । ପାକିସ୍ତାନ ପକ୍ଷରୁ ପାର୍ଟଟାଇମ ବୋଲର ଭାବେ ମହମ୍ମଦ ହାଫିଜ ବୋଲିଂ କରୁଥିଲେ । ତେବେ ବଲରେ ଅଧିକ ଫ୍ଲାଇଟ ଦେବାକୁ ଯାଇ ହାଫିଜ କ୍ୟାଚ ଦେବା ଭଳି ଏକ ବଲ ପକାଇଥିଲେ । ଯାହା କିଛି ସମୟ ଉପରକୁ ଚାଲିଯାଇଥିଲା । ପରେ ତଳକୁ ଖସିବାରୁ ବାଂଲାଦେଶ ବ୍ୟାଟ୍ସମ୍ୟାନ ସୌମ୍ୟ ସରକାର ଏହାକୁ ଚୌକା ମାରିଥିଲେ । ଆଇସିସି ପକ୍ଷରୁ ଏକ ମଜାଦାର ଭିଡିଓ ପ୍ରସୁତ କରାଯାଇ, ବୋଲିଂ କୋଚ ଅଧିକ ଫ୍ଲାଇଟ ପାଇଁ କହିଲେ ଏମିତି ସ୍ଥିତି ହୁଏ ବୋଲି କୁହାଯାଇଛି ।

Intro:Body:

dfsdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.