ETV Bharat / sports

ୱେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନ୍ ସାବଧାନ ! ଖେଳିବେ ଆମିର

ପାକିସ୍ତାନର ଷ୍ଟାର ବୋଲର ମହମ୍ମଦ ଆମିର ସଂପୂର୍ଣ୍ଣ ଫିଟ ଅଛନ୍ତି ଓ ଆଜିର ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବେ ବୋଲି ସର୍ଫରାଜ କହିଛନ୍ତି ।

author img

By

Published : May 31, 2019, 12:43 PM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ନଟିଂଙ୍ଘମ: ପାକିସ୍ତାନ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ୱେଷ୍ଟଇଣ୍ଡିଜ ବିପକ୍ଷରେ ନଟିଂଙ୍ଘମରେ ପାକିସ୍ତାନ 2019 ବିଶ୍ବକପ ଅଭିଯାନ ଆରମ୍ଭ କରିବ । ତେବେ ଦଳର ଷ୍ଟାର ବୋଲର ମହମ୍ମଦ ଆମିର ଫିଟ ଆଣ୍ଡ ଫାଇନ ଥିବା ସ୍ପଷ୍ଟ କରିଛନ୍ତି କ୍ୟାପଟେନ ସର୍ଫରାଜ ।

27 ବର୍ଷିୟ ଆମିର ଆଘାତ କାରଣରୁ ଇଂଲଣ୍ଡ ବିପକ୍ଷ ଶେଷ 4 ମ୍ୟାଚରେ ଖେଳିନଥିଲେ । ତେବେ ବିଶ୍ବକପରେ ଆମିର ଖେଳିନପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ସେ ସଂପୂର୍ଣ୍ଣ ଫିଟ ଅଛନ୍ତି ଓ ଆଜିର ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବେ ବୋଲି ସର୍ଫରାଜ କହିଛନ୍ତି ।

ମହମ୍ମଦ ଆମିର 2011 ଓ 2015 ବିଶ୍ବକପରେ ଖେଳିନଥିଲେ । ସ୍ପଟ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆମିର 5ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ ହୋଇଥିଲେ । ପାକିସ୍ତାନ ଖେଳିଥିବା ଶେଷ 10 ମ୍ୟାଚରେ ପରାଜୟ ମୁହଁ ଦେଖିଛି । ଆମିରଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଦଳ ପାଇଁ ବିଜୟ ଆଣିବେ ବୋଲି କ୍ୟାପଟେନ ଆଶା ରଖିଛନ୍ତି ।

Intro:Body:

sdfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.