ETV Bharat / sports

ବିଶ୍ବକପକୁ 5ଦିନ, ଜାଣନ୍ତୁ 5କୁ ନେଇ କିଛି ନିଆରା ରେକର୍ଡ - ନିଆରା

କ୍ରିକେଟ ବିଶ୍ବକପକୁ ଆଉ ମାତ୍ର 5 ଦିନ । ଆସନ୍ତୁ ଜାଣିବା ବିଶ୍ବକପରେ '5' କୁ ନେଇ କିଛି ନିଆରା ତଥ୍ୟ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 25, 2019, 5:34 PM IST

ହାଇଦ୍ରାବାଦ: 5 ଦିନ ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ । ଆସନ୍ତା 30ରେ ଆଇସିସି କ୍ରିକେଟ ବିଶ୍ବକପ-2019ର ପ୍ରଥମ ମ୍ୟାଚ ଖେଳାଯିବ । ଘରୋଇ ଇଂଲଣ୍ଡ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ।

ଆସନ୍ତୁ ଜାଣିବା ବିଶ୍ବକପରେ '5'କୁ ନେଇ କିଛି ନିଆରା ତଥ୍ୟ ।

'5' ଥର ବିଶ୍ବକପ ଚମ୍ପିଆନ ହୋଇଛି ଅଷ୍ଟ୍ରେଲିଆ । ସର୍ବାଧିକ ବିଶ୍ବକମ ଜିତିବାର ରେକର୍ଡ ଅଷ୍ଟ୍ରେଲିଆ ନିଜ ନାମରେ କରିଛି । ଅଷ୍ଟ୍ରେଲିଆ 1987, 1999, 2003, 2007 and 2015 ମସିହାରେ ବିଶ୍ବକପ ହାତେଇଛନ୍ତି ।

'5' ଥର ବିଶ୍ବକପରେ 5ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ଭାରତୀୟ ବୋଲର ।

'5' ଥର ବିଶ୍ବକପରେ ଶୂନରେ ଆଉଟ ହୋଇଛନ୍ତି ଏନ ଆଷ୍ଟଲ ଓ ଲିଆଜ ଅହମ୍ମଦ । ଯାହାକି ବିଶ୍ବକପ ଖେଳିଥିବା ସମସ୍ତ କ୍ରିକେଟରଙ୍କ ଠାରୁ ସର୍ବାଧିକ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.