ETV Bharat / sports

ଅଭ୍ୟାସ ବେଳେ ବିରାଟ ଆହତ - hurt

ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ଶନିବାର ଅଭ୍ୟାସ କରୁଥିବା ବେଳେ ଆଙ୍ଗୁଠିରେ ଲାଗିଛି ଆଘାତ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 2, 2019, 2:13 PM IST

ଲଣ୍ଡନ: ଆରମ୍ଭ ହୋଇଛି କ୍ରିକେଟର ମହାକୁମ୍ଭ ବିଶ୍ବକପ । ଜୁନ 5ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ତେବେ ଇଂଲଣ୍ଡରୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ କଷ୍ଟ ଦେଲା ଖବର ଆସିଛି ।

icc
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର)

ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କ ଆଙ୍ଗୁଠିରେ ଲାଗିଛି ଆଘାତ । କୋହଲି ଶନିବାର ଅଭ୍ୟାସ କରୁଥିବା ବେଳେ ଡାହାଣ ହାତର ଆଙ୍ଗୁଠିରେ ବଲ ବାଜିଥିଲା । ଟିମ ଇଣ୍ଡିଆର ଫିଜିଓ ବିରାଟଙ୍କୁ ଚିକିତ୍ସା କରିଛନ୍ତି । ପରେ ବରଫରେ ଆଙ୍ଗୁଠି ରଖି ବିରାଟ ଅଭ୍ୟାସ ସ୍ଥାନରୁ ଫେରିବାର ଦେଖାଯାଇଛି । ଭାରତର ପ୍ରଥମ ମ୍ୟାଚ ପାଇଁ ମାତ୍ର ଦୁଇଦିନ ଥିବାବେଳେ, ଆଘାତ ଏତେ ଗୁରୁତ୍ବର ହୋଇନଥିବ ବୋଲି ଆଶା କରାଯାଉଛି । ତଥାପି ଏହି ଖବର ଆସିବା ପରେ କୋଟିକୋଟି କ୍ରିକେଟ ପ୍ରେମୀଙ୍କ ମନରେ ଆଶଙ୍କା ଉପୁଜିଛି ।

icc
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର)

ତେବେ ବିରାଟଙ୍କ ଦମଦାର ପ୍ରଦର୍ଶନ ହିଁ ଟିମ ଇଣ୍ଡିଆକୁ ବିଶ୍ବକପ ଜିତାଇବାକୁ ସହାୟକ ହେବ । କାରଣ ଇଂଲଣ୍ଡର ବାଉନସିଂ ପିଚରେ ବିରାଟ ବୋଲରଙ୍କୁ ଉଚିତ ମୁକାବିଲା କରନ୍ତି । ବିରାଟ ଟିମର କ୍ୟାପଟେନ ସହ ଦଳର ଗୁରୁତ୍ତ୍ବପୂର୍ଣ୍ଣ ଖେଳାଳି । ବିରାଟଙ୍କ ବିନା ଇଂଲଣ୍ଡରେ ବିଶ୍ବକପ ଜିତିବା କାଠିକର ପାଠ ହୋଇପାରେ ।

Intro:Body:

dfsdfs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.