ETV Bharat / sports

ବିଶ୍ବକପକୁ 13 ଦିନ ବାକି, 13କୁ ନେଇ କିଛି ନିଆରା ରେକର୍ଡ - ନିଆରା

ଆସନ୍ତୁ ଜାଣିବା ବିଶ୍ବକପର 13 ଦିନ ପୂର୍ବରୁ '13' ରୋଚକ ତଥ୍ୟ-

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 18, 2019, 1:23 AM IST

ନୂଆଦିଲ୍ଲୀ: 2019 ଆଇସିସି କ୍ରିକେଟ ବିଶ୍ବକପକୁ ଆଉ ମାତ୍ର 13 ଦିନ ବାକି । ମେ 30ରୁ ଆରମ୍ଭ ହୋଇଯିବ କ୍ରିକେଟର ସବୁଠୁ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ । ଏଥର ବିଶ୍ବକପ ଆୟୋଜନ କରୁଛି ଇଂଲଣ୍ଡ । ପ୍ରଥମ ମ୍ୟାଚରେ ଘରୋଇ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ଭେଟିବ ।

ଆସନ୍ତୁ ଜାଣିବା, ବିଶ୍ବକପରେ '13' ର ରୋଚକ ତଥ୍ୟ :

ଟିମ ଇଣ୍ଡିଆର 13 ଖେଳାଳି ଯେଉଁମାନେ ବିଶ୍ବକପରେ ଶତକ ହାସଲ କରିଛନ୍ତି -

ସେମାନେ ହେଲେ- ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ବିରେନ୍ଦ୍ର ସେହ୍ବାଗ, ଶିଖର ଧାୱନ,ବିରାଟ କୋହଲି, ରୋହିତ ଶର୍ମା, ସୁନିଲ ଗାଭାସ୍କର, ଅଜୟ ଜାଡେଜା, ବିନୋଦ କାମ୍ବଲି, କପିଲ ଦେବ, ଯୁବରାଜ ସିଂହ, ସୁରେଶ ରୈନା ।

ବିଶ୍ବକପରେ '13' ଟି ଷ୍ଟମ୍ପିଂ କରିଛନ୍ତି ଶ୍ରୀଲଙ୍କାର କୁମାର ସାଙ୍ଗାକାରା । ଯାହାକି ବିଶ୍ବକପରେ ଅନ୍ୟକିପରଙ୍କ ଠୁ ଅଧିକ ।
ବିଶ୍ବକପରେ '13' ଟି ଛକା ମାରିବାର ରେକର୍ଡ ଯୁବରାଜ ସିଂଙ୍କ ନାଁ ରେ ରହିଛି ।
ବିଶ୍ବକପରେ '13' ଥର 5 ୱିକେଟ ଅକ୍ତିଆର କରିଛନ୍ତି ଅଷ୍ଟ୍ରେଲିଆର ବୋଲର ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.