ETV Bharat / sports

ବିଶ୍ବକପ ଆଉ 11ଦିନ, ଜାଣନ୍ତୁ ବିଶ୍ବକପରେ 11କୁ ନେଇ ନିଆରା ରେକର୍ଡ - ନିଆରା

ତେବେ ଆସନ୍ତୁ ଜାଣିବା '11'କୁ ନେଇ ବିଶ୍ବକପରେ କଣ ରହିଛି ରୋଚକ ତଥ୍ୟ

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 19, 2019, 7:46 PM IST

ହାଇଦ୍ରାବାଦ: ଆଇିସିସି କ୍ରିକେଟ ବିଶ୍ବକପକୁ ଆଉ ମାତ୍ର 11ଦିନ ବାକି । ମେ 30 ରେ ଆରମ୍ଭହେବ କ୍ରିକେଟର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ।

ତେବେ ଆସନ୍ତୁ ଜାଣିବା '11'କୁ ନେଇ ବିଶ୍ବକପରେ କଣ ରହିଛି ରୋଚକ ତଥ୍ୟ

'11' ଟି ମ୍ୟାଚ ଖେଳିଛନ୍ତି ବିଶ୍ବକପରେ କ୍ୟାପଟେନ ଭାବରେ ସୌରଭ ଗାଙ୍ଗୁଲି ।

'11' ଥର ଭାରତ ଓ ଅଷ୍ଟ୍ରେଲିଆ ଦଳ ବିଶ୍ବକପରେ ମୁହାଁମୁହିଁ ହୋଇଛନ୍ତି ।

'11' ଟି ମ୍ୟାଚ ବିଶ୍ବକପରେ ଅମିମାସିଂତ ଭାବେ ଶେଷ ହୋଇଛି ।

'11' ଥର 50ରୁ ଅଧିକ ରନ କରିଛନ୍ତି ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଣ୍ଟିଂ । ଯାହାକି ସମସ୍ତ କ୍ୟାପଟେନଙ୍କ ଠୁ ସର୍ବାଧକ ଥର ।

'11' ଟି କ୍ୟାଚ ବିଶ୍ବକପ ମ୍ୟାଚରେ ଧରିବାର ରେକର୍ଡ ରହିଛି ବିରେନ୍ଦ୍ର ସେହ୍ବାଗଙ୍କ ନାଁ ରେ ।

Intro:Body:

dfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.