ETV Bharat / sports

ଭାଙ୍ଗିଗଲା ଯଶସ୍ବୀଙ୍କ ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ଟ୍ରଫି!

author img

By

Published : Feb 14, 2020, 9:43 AM IST

ନିକଟରେ ଶେଷ ହୋଇଥିବା 19 ବର୍ଷରୁ କମ କ୍ରିକେଟ ବିଶ୍ବକପ୍‌ରେ ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ହୋଇଥିଲେ ଟିମ ଇଣ୍ଡିଆର ଯଶସ୍ବୀ ଜୟସ୍ବାଲ। ତାଙ୍କୁ ପ୍ରଦାନ କରାଯାଇଥିବା ଟ୍ରଫି ଭାଙ୍ଗି ଯାଇଥିବା ଜଣାପଡିଛି।

World Cup Player of the Series trophy breaks
ଭାଙ୍ଗିଗଲା ଯଶସ୍ବୀଙ୍କ ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ଟ୍ରଫି !

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା 19 ବର୍ଷରୁ କମ କ୍ରିକେଟ ବିଶ୍ବକପରେ ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ହୋଇଥିଲେ ଟିମ ଇଣ୍ଡିଆର ଯଶସ୍ବୀ ଜୟସ୍ବାଲ। ତାଙ୍କୁ ପ୍ରଦାନ କରାଯାଇଥିବା ଟ୍ରଫି ଭାଙ୍ଗିଯାଇଥିବା ଜଣାପଡିଛି।

World Cup Player of the Series trophy breaks
ଯଶସ୍ବୀ ଜୟସ୍ବାଲ

ଏହା କିପରି ଭାଙ୍ଗିଲା ସ୍ପଷ୍ଟ ହୋଇନଥିବା ବେଳେ, ଯଶସ୍ବୀ ରନକୁ ଅଧିକ ଭଲପାଆନ୍ତି କହିଛନ୍ତି ଯଶସ୍ବୀଙ୍କ କୋଚ। ଏହା ପ୍ରଥମ ଥର ନୁହେଁ, ଯଶସ୍ବୀ ଟ୍ରଫିଠାରୁ ରନକୁ ଅଧିକ ଗୁରୁତ୍ବ ଦିଅନ୍ତି କହିଛନ୍ତି କୋଚ ।

ସଦ୍ୟ ସମାପ୍ତ19 ବର୍ଷରୁ କମ ବିଶ୍ବକପ ଫାଇନାଲ ମ୍ୟାଚ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିଲା ଭାରତ। ପ୍ରାୟ ସମସ୍ତ ମ୍ୟାଚରେ ଯଶସ୍ବୀଙ୍କ ବ୍ୟାଟ ଖୁବ ଗର୍ଜିଥିଲା। ପାକିସ୍ତାନ ବିପକ୍ଷ ସେମିଫାଇନାଲ ମୁକାବିଲାରେ ଅପରାଜିତ ଶତକ ହାସଲ କରି ଚର୍ଚ୍ଚାରେ ରହିଥିଲେ ଏହି ଯୁବ କ୍ରିକେଟର। ଫାଇନାଲରେ ମଧ୍ୟ 88ରନର ଦମଦାର ଇଂନିସ ଖେଳିଥିଲେ ଯଶସ୍ବୀ। ପୁରା ଟୁର୍ଣ୍ଣାମେଣ୍ଟରେ 400 ରନ ସଂଗ୍ରହ କରିବା ସହ 3ଟି ୱିକେଟ ଅକ୍ତିଆର କରି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.