ETV Bharat / sports

ବିଶ୍ବକପ: ଟିମ୍ ଇଣ୍ଡିଆ ଘୋଷିତ, ଜାଣନ୍ତୁ କାହାକୁ ମିଳିଲା ଇଂଲଣ୍ଡ ଟିକେଟ୍

ବିରାଟ କୋହଲିଙ୍କୁ ଅଧିନାୟକତ୍ବ ଦାୟିତ୍ବ ମିଳିଥିବା ବେଳେ ରୋହିତ ଶର୍ମାଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି।

author img

By

Published : Apr 15, 2019, 4:17 PM IST

Updated : Apr 15, 2019, 4:35 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର

ମୁମ୍ବାଇ: ବିଶ୍ବକପ ପାଇଁ ଟିମ୍ ଇଣ୍ଡିଆ ଘୋଷିତ । ଆଜି ବିସିସିଆଇ 15 ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ବିରାଟ କୋହଲିଙ୍କୁ ଅଧିନାୟକତ୍ବ ଦାୟିତ୍ବ ମିଳିଥିବା ବେଳେ ରୋହିତ ଶର୍ମାଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି ।

ତେବେ ନଜର ପକାନ୍ତୁ, କେଉଁ ଖେଳାଳିଙ୍କୁ ମିଳିଲା ଇଂଲଣ୍ଡ ଟିକେଟ୍-

1.ବିରାଟ କୋହଲି (ଅଧିନାୟକ)
2.ରୋହିତ ଶର୍ମା (ଉପ ଅଧିନାୟକ)
3.ଶିଖର ଧୱନ
4.କେଦାର ଯାଦବ
5.ଏମଏସ ଧୋନି( ୱିକେଟ କିପର)
6.ହାର୍ଦିକ ପାଣ୍ଡ୍ୟା (ଅଲରାଉଣ୍ଡର)
7.ଭୁବନେଶ୍ବର କୁମାର
8.ଯଶପ୍ରୀତ ବୁମରା
9.ମହମ୍ମଦ ସାମି
10.କୁଳଦୀପ ଯାଦବ
11.ୟୁଜୁବେନ୍ଦ୍ର ଚହଲ
12.ଦିନେଶ କାର୍ତ୍ତିକ
13.କେଏଲ ରାହୁଲ
14.ବିଜୟ ଶଙ୍କର
15.ରବୀନ୍ଦ ଜାଡେଜା

Intro:Body:

blank

Conclusion:
Last Updated : Apr 15, 2019, 4:35 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.