ETV Bharat / sports

କ୍ରିକେଟ ମହାକୁମ୍ଭ: ଜାଣନ୍ତୁ ଟିମ୍‌ ଇଣ୍ଡିଆର ଖେଳସୂଚୀ

ବିରାଟ୍‌ କୋହଲିଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଉଛି ଟିମ ଇଣ୍ଡିଆ । ଆସନ୍ତୁ ନଜର ପକାଇବା ଭାରତର ବିଶ୍ୱକପ୍‌ ଖେଳସୂଚୀ ଉପରେ ।

author img

By

Published : May 29, 2019, 11:47 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଲଣ୍ଡନ: ଆରମ୍ଭ ହୋଇସାରିଛି ମହାଲଢେଇର ମହାପର୍ବ । ଶେଷ ହୋଇସାରିଛି ଅଭ୍ୟାସ ମ୍ୟାଚ । ଆସନ୍ତାକାଲି ଉଦଘାଟନୀ ମୁକାବିଲାରେ ଆୟୋଜକ ଇଂଲଣ୍ଡକୁ ଭେଟୁଛି ଦକ୍ଷିଣ ଆଫ୍ରିକା । ତେବେ ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍‌ ଇଣ୍ଡିଆ ଉପରେ ସମସ୍ତଙ୍କ ନଜର ।

ବିରାଟ୍‌ କୋହଲିଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଉଛି ଟିମ ଇଣ୍ଡିଆ । ଭାରତ ବିଶ୍ବକପ ଫେଭରେଟ୍ ଥିବାରୁ ସମସ୍ତଙ୍କ ନଜର ଭାରତୀୟ ଦଳ ଉପରେ । 10ଟି ଦଳ ଏଥିରେ ଭାଗ ନେଇଛନ୍ତି । ରାଉଣ୍ଡ ରବିନ୍‌ ଫର୍ମାଟ। ପ୍ରତ୍ୟେକ ଟିମ୍‌ ପରସ୍ପର ସହ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ। ଏହାପରେ ପଏଣ୍ଟ ଟେବୁଲରେ ଥିବା ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲ ଏବଂ ଏହାପରେ ଦୁଇ ବିଜୟୀ ଦଳ ଜୁଲାଇ ୧୪ରେ ବିଶ୍ୱକପ୍‌ ଟ୍ରଫି ପାଇଁ ଲଢ଼େଇ କରିବେ।

ତେବେ ଆସନ୍ତୁ ନଜର ପକାଇବା ଭାରତର ବିଶ୍ୱକପ୍‌ ଖେଳସୂଚୀ ଉପରେ

  • ଜୁନ୍‌ ୫: ଭାରତ ବନାମ ଦକ୍ଷିଣ ଆଫ୍ରିକା, ସ୍ଥାନ: ହାମ୍ପସାୟର ବାଉଲ
  • ଜୁନ୍‌ ୯: ଭାରତ ବନାମ ଅଷ୍ଟ୍ରେଲିଆ, ସ୍ଥାନ-ଦି ଓଭାଲ, ଲଣ୍ଡନ
  • ଜୁନ୍‌ ୧୩: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ, ସ୍ଥାନ: ଟ୍ରେଣ୍ଟ ବ୍ରିଜ୍‌
  • ଜୁନ୍‌ ୧୬: ଭାରତ ବନାମ ପାକିସ୍ତାନ, ମାଞ୍ଚେଷ୍ଟର
  • ଜୁନ୍‌ ୨୨: ଭାରତ ବନାମ ଆଫ୍‌ଗାନିସ୍ତାନ, ସ୍ଥାନ-ହାମ୍ପସାୟର ବାଉଲ୍
  • ଜୁନ୍‌ ୨୭: ଭାରତ ବନାମ ୱେଷ୍ଟଇଣ୍ଡିଜ, ସ୍ଥାନ-ମାଞ୍ଚେଷ୍ଟର
  • ଜୁନ ୩୦: ଭାରତ ବନାମ ଇଂଲଣ୍ଡ, ସ୍ଥାନ- ବର୍ମିଂହାମ
  • ଜୁଲାଇ ୨: ଭାରତ ବନାମ ବାଂଲାଦେଶ, ସ୍ଥାନ-ବର୍ମିଂହାମ
  • ଜୁଲାଇ ୬: ଭାରତ ବନାମ ଶ୍ରୀଲଙ୍କା, ସ୍ଥାନ-ହେଡିଂଲେ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.