ETV Bharat / sports

ଅବର୍ଣ୍ଣନୀୟ 2011 ବିଶ୍ବ ବିଜୟର କ୍ଷଣ: ଯୁବରାଜ ସିଂହ

2011 ବିଶ୍ବ ବିଜୟର କ୍ଷଣକୁ ମନେ ପକାଇଲେ ଯୁବରାଜ ସିଂହ । କହିଲେ ବିଜୟର ସେହି ମୁହୂର୍ତ୍ତ ଆଜି ବି ଅବର୍ଣ୍ଣନୀୟ । ଅଧିକ ପଢ଼ନ୍ତୁ...

author img

By

Published : Apr 2, 2020, 8:57 PM IST

Words will never be able to describe,  moment for every Indian,  yuvraj singh, 2011 world cup winning moment, 2011 world cup, 9 years of 2011 world cup, 2011 ବିଶ୍ବ ବିଜୟର କ୍ଷଣ,  2011 ବିଶ୍ବକପ
2011 ବିଶ୍ବ ବିଜୟର କ୍ଷଣକୁ ମନେ ପକାଇଲେ ଯୁବରାଜ ସିଂହ

ହାଇଦ୍ରାବାଦ: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ ଗୁରୁବାର 2011 ବିଶ୍ବକପ ବିଜୟର ମୁହୂର୍ତ୍ତକୁ ମନେ ପକାଇଛନ୍ତି ଓ କହିଛନ୍ତି ଯେ ‘ସବୁ ଭାରତୀୟଙ୍କ ପାଇଁ ସେହି କ୍ଷଣ କିପରି ଥିଲା ତାହା ଶବ୍ଦରେ କହିବା ସମ୍ଭବ ନୁହେଁ’ ।

ଟ୍ବିଟରରେ ଏକ ପୋଷ୍ଟ କରି ଯୁବରାଜ ଲେଖିଛନ୍ତି ଯେ, ’ସେହି ମୁହୂର୍ତ୍ତ ସବୁ ଭାରତୀୟଙ୍କ ପାଇଁ କିପରି ଥିଲା ତାହା ଶବ୍ଦରେ ବ୍ୟାଖ୍ୟା କରିବା ସମ୍ବବ ନୁହେଁ, ଏହା ହି ସେହି କ୍ଷଣ ଯାହା ପାଇଁ ଆମେ ବଞ୍ଚିଛୁ । ଜୟ ହିନ୍ଦ ।’ (Words will never be able to describe what a moment for every Indian it was , this it what we live for !!jai Hind)

  • Words will never be able to describe what a moment for every Indian it was , this it what we live for !!jai Hind 🇮🇳 pic.twitter.com/rsldfWv79E

    — yuvraj singh (@YUVSTRONG12) April 2, 2020 " class="align-text-top noRightClick twitterSection" data=" ">

2011 ଆଜିର ଦିନରେ ବିଶ୍ବକପ ଜିତିଥିଲା ଭାରତୀୟ ଟିମ । ଆଉ ଯୁବିଙ୍କ ପାଇଁ ଏହା ସବୁବେଳେ ଅଧିକ ସ୍ମରଣୀୟ ହୋଇ ରହିବ କାରଣ ସେ ବିଶ୍ବକପରେ ‘ପ୍ଲେୟର ଅଫ ଦ ମ୍ୟାଚ’ ଭାବେ ବିବେଚିତ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସେ 362 ରନ କରିବା ସହ 15ଟି ୱିକେଟ ମଧ୍ୟ ନେଇଥିଲେ ।

Words will never be able to describe,  moment for every Indian,  yuvraj singh, 2011 world cup winning moment, 2011 world cup, 9 years of 2011 world cup, 2011 ବିଶ୍ବ ବିଜୟର କ୍ଷଣ,  2011 ବିଶ୍ବକପ
ଅବର୍ଣ୍ଣନୀୟ 2011 ବିଶ୍ବ ବିଜୟର କ୍ଷଣ: ଯୁବରାଜ ସିଂହ

ବିଶ୍ବକପ ଫାଇନାଲରେ ଶ୍ରୀଲଙ୍କା ଟିମ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କା ପକ୍ଷରୁ ମହେଲା ଜୟବର୍ଦ୍ଧନେ ଶତକ କରି ଟିମର ସ୍କୋରକୁ 274/6 ରେ ପହଞ୍ଚାଇଥିଲେ ।

275 ରନର ବିଜୟ ଲକ୍ଷକୁ ପିଛା କରି ପଡିଆକୁ ଓହ୍ଲାଇଥିବା ଧୋନି ବାହିନୀର ଆରମ୍ଭ ଖରାପ ଥିଲା । ସ୍କୋର ବୋର୍ଡରେ ମାତ୍ର 31 ରନ ହୋଇଥିବା ବେଳେ ସଚିନ ଓ ସେହୱାଗ ପଭିଲିୟନ ଫେରିଥିଲେ । ଯାହାପରେ ଗମ୍ବୀର ଓ ଧୋନି 109ର ଭାଗିଦାରୀ କରି ଟିମକୁ ବିଜୟ ଦ୍ବାରଦେଶରେ ପହଁଞ୍ଚାଇଥିଲେ । 97 ରନ କରି ଆଉଟ ହୋଇଥିଲେ ଗୌତମ ଗମ୍ଭୀର । ତାପରେ ଧୋନି (91*) ଓ ଯୁବରାଜ (21*) 6 ୱିକେଟ ହାତରେ ଥାଇ ଭାରତକୁ ବିଜୟ ରେଖା ପାରି କରାଇଥିଲେ ।

1983 ମସିହା ପରେ ଦୀର୍ଘ 28 ବର୍ଷର ଅପେକ୍ଷାର ଅନ୍ତ ହେଲା ଓ ଭାରତ ବିଶ୍ବବିଜୟୀ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.