ETV Bharat / sports

ବିଶ୍ବକପ: ଟସ ଜିତି ବାଂଲାଦେଶର ବୋଲିଂ ନିଷ୍ପତ୍ତି, ୱେଷ୍ଟଇଣ୍ଡିଜ୍‌ ବ୍ୟାଟିଂ ଜାରି - word cup

ଆଜି ବିଶ୍ବକପର ଅନ୍ୟତମ ମୁକାବିଲାରେ ୱେଷ୍ଟଇଣ୍ଡିଜ୍‌ ଦଳକୁ ଭେଟୁଛି ବାଂଲାଦେଶ ଦଳ । ତେବେ ଟସ ଜିତି ବୋଲିଂ ନିଷ୍ପତି ନେଇଛି ବାଂଲାଦେଶ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 17, 2019, 3:26 PM IST

ଟୌଣ୍ଟନ: ଆଜି ବିଶ୍ବକପର ଅନ୍ୟତମ ମୁକାବିଲାରେ ୱେଷ୍ଟଇଣ୍ଡିଜ୍‌ ଦଳକୁ ଭେଟୁଛି ବାଂଲାଦେଶ ଦଳ। ତେବେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ଫଳରେ ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଛି କାରବିଆନ ଦଳ।

ତେବେ ସମାନ ପଏଣ୍ଟ ପାଇ ତାଲିକାର 6ଷ୍ଠ ଓ 8ମ ସ୍ଥାନରେ ଯଥାକ୍ରମେ ରହିଛନ୍ତି ୱେଷ୍ଟଇଣ୍ଡିଜ୍‌ ଓ ବାଂଲାଦେଶ । ଫଳରେ ଆଜି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ବ ବହନ କରୁଛି। ତେବେ ଉଭୟ ଦଳ 4ଟି ମ୍ୟାଚ ଖେଳି 3 ପଏଣ୍ଟ ଲେଖାଏଁ ପାଇଛନ୍ତି। ଦୁଇ ଦଳ ଦୁଇଟି ଲେଖାଏଁ ମ୍ୟାଚ ହାରିଥିବା ବେଳେ ଗୋଟିଏ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି ।

ବାଲାଂଦେଶ ଏକାଦଶ: ତମିମ ଇକବାଲ, ସୌମ୍ୟ ସରକାର, ସକିବ ଅଲ ହସନ, ମୁସଫିକର ରହିମ(ୱିକେଟକିପର), ଲିଟନ ଦାସ, ମହମ୍ମୁଦୁଲ୍ଲା ରିଆଦ, ମହମ୍ମଦ ସୈଫୁଦ୍ଦିନ, ମେହେନ୍ଦୀ ହାସନ, ମସରଫେ ମୋର୍ତାଜା(କ୍ୟାପଟେନ), ମୁସ୍ତାଫିଜୁର ରେହମାନ ।

ୱେଷ୍ଟଇଣ୍ଡିଜ ଏକାଦଶ: କ୍ରିସ ଗେଲ, ଇଭିନ ଲୁଇସ୍‌, ଡାରେନ ବ୍ରାଭୋ, ନିକୋଲାସ ପୁରନ, ସାଇ ହୋପ(ୱିକେଟକିପର), ସିମ୍ରନ ହେଟମେୟର, ଆଣ୍ଡ୍ରେ ରସେଲ, ଜେସେନ ହେଲ୍ଡର(କ୍ୟାପଟେନ), ଆସଲେ ନର୍ସ, ସେଲଡନ କଟ୍ରେଲ, ଓସାନ ଥୋମାସ, ସାନନ ଗାର୍ବିଲେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏହା ହେଉଛି ତାଙ୍କର ପ୍ରଥମ ସରକାରୀ ଦିଲ୍ଲୀ ଗସ୍ତ।  ୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରବିବାର ଦିନ ବିଜେଡି ସାଂସଦଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟର ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ଦାବୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପିତ କରିପାରନ୍ତି। ଆୟୁଷ୍ମା ନ ଭାରତ, ପିଏମ କିଷାନ, ଫନି ସହାୟତା, ସମେତ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ଉଠାଇ ପାରନ୍ତି ନବୀନ। ଏଥିସହିତ କିଛି କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ମଧ୍ୟ ଭେଟିପାରନ୍ତି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.