ETV Bharat / sports

ଆଇସିସି ପକ୍ଷରୁ ଶ୍ରେଷ୍ଠ ମହିଳା ଟି-20 ବିଶ୍ବକପ ଟିମ ଘୋଷଣା - ଶ୍ରେଷ୍ଠ ମହିଳା ଟି-20 ବିଶ୍ବକପ ଟିମ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ମହିଳା ଟି-20 ବିଶ୍ବକପ ଟିମ ଘୋଷଣା କରିଛି ।

Womens T20 World Cup
ଆଇସିସି ପକ୍ଷରୁ ଟୁର୍ଣ୍ଣାମେଣ୍ଟର ମହିଳା ଟି-20 ବିଶ୍ବକପ ଟିମ ଘୋଷଣା
author img

By

Published : Mar 9, 2020, 2:53 PM IST

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ମହିଳା ଟି-20 ବିଶ୍ବକପ ଟିମ ଘୋଷଣା କରିଛି । ଏହି ଦଳରେ ଏକମାତ୍ର ଭାରତୀୟ ଖେଳାଳି ଭାବେ ଲେଗ ସ୍ପିନର ପୁନମ ଯାଦବଙ୍କୁ ସ୍ଥାନ ମିଳିଛି । ଦ୍ବାଦଶ ପ୍ଳେଆର ଭାବେ ଭାରତୀୟ ଓପନର ଶେଫାଳି ବର୍ମାଙ୍କୁ ସ୍ଥାନ ମିଳିଛି ।

ଘୋଷିତ ଟିମରେ ଚମ୍ପିଆନ ଅଷ୍ଟ୍ରେଲିଆର 5ଜଣ ଓ ଇଂଲଣ୍ଡର 4ଜଣ ଖେଳାଳି ରହିଛନ୍ତି । ଦୁଇ ଅଷ୍ଟ୍ରେଲିଆ ଓପନର ଏଲେସ ହେଲି, ବେଥ ମନି, କ୍ୟାପଟେନ ମେଗ ଲାନିଙ୍ଗ, ଜେସ ଜୋନାସନ ଓ ସ୍ପିଡଷ୍ଟାର ମେଗାନ ସ୍କଟ ରହିଛନ୍ତି ।

ଇଂଲଣ୍ଡର ସୋଫି ଇକଲେଷ୍ଟୋନ, ଅନ ଶ୍ରୁବସୋଲ, ୱାଟ ସ୍କିଭର, ହେଥର ନାଇଟ ରହିଛନ୍ତି । ଲାଉରା ୱାଲଭାରଡଟ ଦକ୍ଷିଣ ଆଫ୍ରିକାର ଏକମାତ୍ର ଖେଳାଳି ଭାବେ ସ୍ଥାନ ପାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.