ETV Bharat / sports

ମହିଳା ଟି-20 ଚ୍ୟାଲେଞ୍ଜ ଫାଇନାଲ ଲଢେଇ: ବିଜୟ ପାଇଁ ସୁପରନୋଭାସ ଆଗରେ 119 ରନ୍‌ର ବିଜୟଲକ୍ଷ୍ୟ

author img

By

Published : Nov 9, 2020, 9:46 PM IST

ଟସ୍‌ ଜିତି ସୁପରନୋଭାସ ବୋଲିଂ ନିଷ୍ପତ୍ତି ନେଇଥିଲା । ଟ୍ରେଲବ୍ଳେଜର୍ସ 20ଓଭର ଶେଷ ସୁଦ୍ଧା 8ଓ୍ବିକେଟ ହରାଇ 118ରନ କରିଥିଲା ।

ମହିଳା ଟି-20 ଚ୍ୟାଲେଞ୍ଜ ଫାଇନାଲ ଲଢେଇ: ବିଜୟ ପାଇଁ ସୁପରନୋଭାସ ଆଗରେ 119ରନ୍‌ର ବିଜୟଲକ୍ଷ୍ୟ

ଶାରଜା: ମହିଳା ଟି-20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ଫାଇନାଲ ମୁକାବିଲାର ବାଜିଲା ବିଗୁଲ । ଟସ୍‌ ଜିତି ସୁପରନୋଭାସ ବୋଲିଂ ନିଷ୍ପତ୍ତି ନେଇଥିଲା । ଟ୍ରେଲବ୍ଳେଜର୍ସ 20ଓଭର ଶେଷ ସୁଦ୍ଧା 8ଓ୍ବିକେଟ ହରାଇ 118ରନ କରିଥିଲା ।

ଟ୍ରେଲବ୍ଳେଜର୍ସ ପକ୍ଷରୁ ସ୍ମୃତି ମାନ୍ଧାନା ସର୍ବାଧିକ 68, ଦିନ୍ଦ୍ରା ଦତିନ 20, ରିଚା ଘୋଷ 10, ଦିପ୍ତୀ ଶର୍ମା 9, ହର୍ଲିନ ଦେଓଲ 4, ସୋଫି ଏଲକେଷ୍ଟୋନ 1, ଝୁଲଣ ଗୋସ୍ବାମୀ 1ରନ୍‌ ସଂଗ୍ରହ କରିଥିଲେ ।

ରାଧା ଯାଦବ ସର୍ବାଧିକ 5, ପୁନମ ଯାଦବ 1, ଶଶିକଳା ଶିରିୱାର୍ଦନେ 1ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଟ୍ରେଲବ୍ଳେଜର୍ସ ଏକାଦଶ: ସ୍ମୃତି ମାନ୍ଧାନା(କ୍ୟାପଟେନ), ରିଚା ଘୋଷ, ଦିନ୍ଦ୍ରା ଦତିନ, ନୁଜାତ ପରୱିନ, ଦିପ୍ତୀ ଶର୍ମା, ହର୍ଲିନ ଦେଓଲ, ସୋଫି ଏଲକେଷ୍ଟୋନ, ନାଥକନ ଚାନ୍ଥମ,ସଲମା ଖାତୁନ, ରାଜେଶ୍ବରୀ ଗାଏକ୍ବାଡ, ଝୁଲଣ ଗୋସ୍ବାମୀ ।

ସୁପରନୋଭାସ ଏକାଦଶ : ହରମନପ୍ରିତ କୌର(କ୍ୟାପଟେନ), ଜେମିମା ରୋଡ୍ରିଗ୍ୟୁସ, ଚମାରି ଆଟାପଟ୍ଟୁ, ଅନୁଜା ପାଟିଲ, ରାଧା ଯାଦବ, ତାନିଆ ଭାଟିଆ(ୱିକେଟକିପର),ଶଶିକଳା ଶିରିୱାର୍ଦନେ,ପୂଜା ବସ୍ତ୍ରକର, ଶକିରା ସଲମନ, ପୁନମ ଯାଦବ, ଆୟାବୋଙ୍ଗା ଖାକା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.