ETV Bharat / sports

ବ୍ରେଟ୍ ଲି@44, ଜାଣନ୍ତୁ ଏହି ସ୍ପିଡଷ୍ଟାରଙ୍କ ବୋଲିଂ ଗତି... - brett lee turns 44

ଲି 8 ନଭେମ୍ବର 1976 ରେ ଅଷ୍ଟ୍ରେଲିଆର ଭୋଲାଙ୍ଗରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର 161.1 କିଲୋମିଟର ବେଗରେ ବୋଲିଂ ବଲ୍ ତାଙ୍କ କ୍ୟାରିୟରର ଦ୍ରୁତତମ ବଲ୍ ଥିଲା ।

ବ୍ରେଟ୍ ଲି
ବ୍ରେଟ୍ ଲି
author img

By

Published : Nov 8, 2020, 7:55 PM IST

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ ଲିଙ୍କୁ ଆଜି 44 ବର୍ଷ ହୋଇଛି । ତେବେ ଲି ଙ୍କ ଜନ୍ମଦିନରେ କ୍ରିକେଟ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ବ୍ରେଟ୍ ଲି
ବ୍ରେଟ୍ ଲି

ଲି 8 ନଭେମ୍ବର 1976 ରେ ଅଷ୍ଟ୍ରେଲିଆର ଭୋଲାଙ୍ଗରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର 161.1 କିଲୋମିଟର ବେଗରେ ବୋଲିଂ ବଲ୍ ତାଙ୍କ କ୍ୟାରିୟରର ଦ୍ରୁତତମ ବଲ୍ ଥିଲା । ସଚିନ ତେନ୍ଦୁଲକର ଲିଙ୍କୁ ଅଭିନନ୍ଦନ ଜଣାଇ ଟ୍ୱିଟ କରିଛନ୍ତି - ଯେଉଁ ବ୍ୟକ୍ତି ବିଜୁଳି ବେଗରେ ବୋଲିଂ କରେ ଏବଂ କୌଣସି ଚ୍ୟାଲେଞ୍ଜରୁ ପଛଘୁଞ୍ଚା ଦେଏ ନାହିଁ । କିନ୍ତୁ ପଡ଼ିଆରେ ସର୍ବଦା ଖୁସି ଖେଳାଳି ଥିଲେ । ମୋର ସାଥୀ ବ୍ରେଟ୍ ଲିଙ୍କ ଜନ୍ମଦିନର ଶୁଭେଚ୍ଛା | ସେହିପରି ଇରଫାନ୍ ପଠାନ, ମହମ୍ମଦ ଶାମି, ୱାସିମ ଜାଫର, ସୁରେଶ ରାଇନା ଲିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ।

ଉଲ୍ଲେଖଥାଉ କି, ପ୍ରାୟ 160 କିଲୋମିଟର ପ୍ରତି ଘଣ୍ଟାରେ ବୋଲିଂ କରନ୍ତି ଏହି ଅଷ୍ଟ୍ରେଲିଆନ ଖେଳାଳି । ଅଷ୍ଟ୍ରେଲିଆର 2003 ବିଶ୍ୱକପ ବିଜୟରେ ବ୍ରେଟଙ୍କର ବିରାଟ ଭୂମିକା ରହିଥିଲା । ଟି -20 ଅନ୍ତର୍ଜାତୀୟରେ ହ୍ୟାଟ୍ରିକ୍ ୱିକେଟ ନେଇଥିବା ବ୍ରେଟ୍ ହେଉଛନ୍ତି ପ୍ରଥମ ବୋଲର । ଏଥିସହ ସେ ତାଙ୍କ ସମୟରେ ଦ୍ରୁତତମ 100 ଟି ଦିନିକିଆ ୱିକେଟ୍ ନେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.