ETV Bharat / sports

WI vs IND: ପ୍ରଥମେ ବ୍ୟାଟିଂ କରୁଛି ଭାରତ - ଭାରତ-ୱେଷ୍ଟଇଣ୍ଡିଜ

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ 2ୟ ଟେଷ୍ଟ ଆରମ୍ଭ ହୋଇଛି । 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ 1-0ରେ ଆଗୁଆ ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)
author img

By

Published : Aug 30, 2019, 8:58 PM IST

ଜାମାଇକା: ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ 2ୟ ଟେଷ୍ଟ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି କରିଥିଲେ ଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର । ଏହାପରେ 2ଭାରତୀୟ ଓପନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ ଭଲ ଆରମ୍ଭ କରିଛନ୍ତି ।

WI Vs IND
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

ତେବେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ବିନ, ରିଦ୍ଧିମାନ ଶାହା ଉମେଶ ଯାଦବ ଓ କୁଲଦିପ ଯାଦବଙ୍କୁ ଦଳରେ ସ୍ଥାନ ମିଳିନାହିଁ ।

WI Vs IND
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)
ତେବେ ୱେଷ୍ଟଇଣ୍ଡିଜ ଦଳରେ 2ଟି ପରିବର୍ତ୍ତନ କରାଯାଇଛି । ରହକିମ କର୍ଣ୍ଣୱାଲ ଓ ଜାହମର ହାମିଲଟନ ଟେଷ୍ଟ ଡେବ୍ୟୁ କରିଛନ୍ତି । ଭାରତ 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି ।
WI Vs IND
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

ଭାରତୀୟ ଚୁଡାନ୍ତ ଏକାଦଶ: ଲୋକେଶ ଲାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୁଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଜଶପ୍ରୀତ ବୁମରା ।

ୱେଷ୍ଟଇଣ୍ଡିଜ ଚୁଡାନ୍ତ ଏକାଦଶ: କ୍ରାଗ ବ୍ରାଥୱେଟ, ଜନ କାମ୍ପବେଲ, ସାମରା ବ୍ରୁକ୍ସ, ଡାରେନ ବ୍ରାଭୋ, ସିମ୍ରନ ହେଟମେୟର, ଜାହମର ହାମିଲଟନ, ରହକିମ କର୍ଣ୍ଣୱାଲ, ରୋଷ୍ଟନ ଚେଜ, ଜେସନ ହୋଲ୍ଡର, କିମାର ରୋଚ, ସାନନ ଗାବ୍ରିଏଲ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.