ETV Bharat / sports

ବିଶ୍ବକପ: କେଉଁ ଦଳକୁ ମିଳିଲା କେତେ ପୁରସ୍କାର ରାଶି, ଜାଣନ୍ତୁ - team

46 ଦିନର ବିଶ୍ବକପ ଯାତ୍ରା ଏକ ରୋମାଞ୍ଚକ ମୋଡରେ ଶେଷ ହୋଇଛି । ସମାପ୍ତ ହୋଇଥିବା ଏହି ମହାକୁମ୍ଭରୁ କାହକୁ ତେବେ ଅର୍ଥ ରାଶି ମିଳିଛି ଆସନ୍ତୁ ଜାଣିବା..

ଫଟୋ ସୌଜନ୍ୟ- ଡିଜାଇନ ପଟୋ
author img

By

Published : Jul 15, 2019, 11:35 PM IST

ଲଣ୍ଡନ: ଶେଷ ହୋଇଛି ବିଶ୍ବକପ । 46 ଦିନର ଏହି ଲମ୍ବା ଯାତ୍ରା ଏକ ରୋମାଞ୍ଚକ ମୋଡରେ ଶେଷ ହୋଇଛି । ଦୁଇଟି ଦୁଇଟି ଟାଏ ପରେ ଅଧିକା ବାଉଣ୍ଡ୍ରୀ ଆଧାରରେ ବିଜେତା ହୋଇଛି ଆୟୋଜକ ଇଂଲଣ୍ଡ । ତେବେ ଏଠି ସମାପ୍ତ ହୋଇଥିବା ଏହି ମହାକୁମ୍ଭରୁ କାହକୁ ତେବେ ଅର୍ଥ ରାଶି ମିଳିଛି ଆସନ୍ତୁ ଜାଣିବା ।

ଏହି ମ୍ୟାଚ୍‌ ଜିତିବା ପରେ ଇଂଲଣ୍ଡ ଦଳକୁ 40 ଲକ୍ଷ ଡଲାର ଅର୍ଥାତ୍‌ 28 କୋଟି ଟଙ୍କା ପୁରସ୍କାର ରାଶି ମିଳିଛି । ସେହିପରି ଉପବିଜେତା ନ୍ୟୁଜିଲାଣ୍ଡ ଦଳକୁ 14 କୋଟି ଟଙ୍କା ପୁରସ୍କାର ଦିଆଯାଇଛି । ସେହିପରି ଦୁଇ ସେମିଫାଇନାଲିଷ୍ଟ ଭାରତ ଏବଂ ଅଷ୍ଟ୍ରେଲିଆକୁ 5 କୋଟି ଲେଖାଁଏ ଅର୍ଥ ରାଶି ମିଳିଛି । ଲିଗ୍‌ ପର୍ଯ୍ୟାୟରେ ବିଜୟୀ ଦଳକୁ 27 ଲକ୍ଷ ମିଳିଛି ।

Intro:ସୁନା ଝିଅ ଦୁତି ପହଁଚିଲେ ଓଡିଶା

Body:ୱାଲଡ଼ ୟୁନିଭରସିଟି ଗେମ ରେ ପ୍ରଥମ ଭାରତୀୟ ଯିଏ ଗୋଲଡ଼ ମେଡାଲ ଆଣିଛନ୍ତି, ସେ ହେଉଛନ୍ତି ଓଡ଼ିଶାର ଝିଅ ଦୁତିଚନ୍ଦ। 100 ମିଟର ଦୌଡ଼ ରେ ସେ ସ୍ବର୍ଣ୍ଣ ପଦକ ହତେଇବା ପରେ ଆଜି ସେ ଓଡ଼ିଶା ପହଞ୍ଚିଛନ୍ତି। ଭୁବନେଶ୍ୱର ଏୟାର ପୋର୍ଟ ରୁ ତାଙ୍କୁ କୀଟ ଓ କିସ ପକ୍ଷରୁ ସ୍ୱାଗତ କରାଯାଇଛି।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.