ETV Bharat / sports

ବିଶ୍ବକପ: ପ୍ରଥମେ ବ୍ୟାଟିଂ କରୁଛି ଶ୍ରୀଲଙ୍କା, ଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି

ସୋମବାର ବିଶ୍ବକପର 39ତମ ମ୍ୟାଚରେ ସାମ୍ନାସାମ୍ନି ହେଉଛନ୍ତି ୱେଷ୍ଟଇଣ୍ଡିଜ୍‌-ଶ୍ରୀଲଙ୍କା । ତେବେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି କାରବିଆନ ଦଳ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jul 1, 2019, 3:31 PM IST

Updated : Jul 1, 2019, 5:26 PM IST

ଚେଷ୍ଟର-ଲି-ଷ୍ଟ୍ରିଟ୍‌: ସୋମବାର ବିଶ୍ବକପରେ ସାମ୍ନାସାମ୍ନି ହେଉଛନ୍ତି ୱେଷ୍ଟଇଣ୍ଡିଜ୍‌ ଓ ଶ୍ରୀଲଙ୍କା । ତେବେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି କାରବିଆନ ଦଳ । ଅନ୍ୟପଟେ ଆଜି କର ବା ମର ସ୍ଥିତି ସହ ପଡିଆକୁ ଓହ୍ଲାଇଥିବା ସିଂହଳୀ ଦଳ ପ୍ରଥମେ ବ୍ୟାଟିଂ କରି ବଡ ସ୍କୋର କରିବା ଲକ୍ଷ୍ୟରେ ରହିଛି ।

ତେବେ ସେମି ଦୌଡ଼ାରୁ ବାଦ୍‌ ପଡିସାରିଛି କାରବିଆନ ଦଳ । ଅନ୍ୟପଟେ ସେମି ରେସର ଆଶା ଏବେବି ଉଜ୍ଜୀବିତ ରହିଛି ଲଙ୍କା ଦଳର ।

  • ଶ୍ରୀଲଙ୍କା ଏକାଦଶ: ଦିମୁତ କରୁଣାରତ୍ନେ (ଅଧିନାୟକ), ଲାହିରୁ ଥିରିମାନେ, କୁଶଲ ପରେରା (ୱିକେଟକିପର), କୁଶଲ ମେଣ୍ଡିସ୍, ଆଞ୍ଜେଲୋ ମାଥ୍ୟୁସ୍, ଧନଞ୍ଜନ ଡି’ସିଲଭା, ଅଭିଷେକ୍‌ ଫର୍ଣ୍ଣାଣ୍ଡୋ, ଲାହିରୁ ଥୁରେମାନ, ଇସୁରୁ ଉଦାନା, ଜେଫ୍ରି ଭଣ୍ଡ୍ରିସେ, କଶୁନ ରିଜାଥା, ଲସିଥ୍ ମାଲିଙ୍ଗା ।
  • ୱେଷ୍ଟଇଣ୍ଡିଜ ଏକାଦଶ: କ୍ରିସ ଗେଲ, ସାଇ ହୋପ(ୱିକେଟକିପର), ଡାରେନ ବ୍ରାଭୋ, ସିମ୍ରନ ହେଟମେୟର, ନିକୋଲାସ ପୁରନ, ଜେସେନ ହେଲ୍ଡର(କ୍ୟାପଟେନ), ଆସଲେ ନର୍ସ, ସେଲଡନ କଟ୍ରେଲ, ଓସାନ ଥୋମାସ, କାର୍ଲୋସ ବାର୍ଥୱେଟ, ଫାବିଆନ ଆଲିନ, ଶାନୋନ ଗାର୍ବିଏଲ ।

Intro:Body:

blank

Conclusion:
Last Updated : Jul 1, 2019, 5:26 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.