ETV Bharat / sports

ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ: ବ୍ରୁକ୍ସଙ୍କ ବୟାନ, ବ୍ୟାଟିଂ ଦେବ ବିଜୟ - ଇଂଲଣ୍ଡ ୱେଷ୍ଟଇଣ୍ଡିଜ ଟେଷ୍ଟ

ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ସମରହ ବ୍ରୁକ୍ସ ଆଗାମୀ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ନେଇ ସକରାତ୍ମକ ମତ ରଖିଛନ୍ତି ।

We need too bat well against England, says Shamarh Brooks
ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ: ବ୍ରୁକ୍ସଙ୍କ ବୟାନ, ବ୍ୟାଟିଂ ଦେବ ବିଜୟ
author img

By

Published : Jul 5, 2020, 4:25 PM IST

ସାଉଥାମ୍ପଷ୍ଟନ: ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ସମରହ ବ୍ରୁକ୍ସ ଆଗାମୀ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ନେଇ ସକରାତ୍ମକ ମତ ରଖିଛନ୍ତି । ବ୍ରୁକ କହିଛନ୍ତି, ଇଂଲଣ୍ଡ ବିପକ୍ଷ ସିରିଜରେ ଲକ୍ଷ୍ୟ ମୁତାବକ ଫଳାଫଳ ପାଇବାକୁ ହେଲେ, ଟିମକୁ ଭଲ ବ୍ୟାଟିଂ କରିବାକୁ ହେବ ।

ଇଂଲଣ୍ଡର ପେସ ବୋଲିଂ ଆଟାକ ବେଶ ଶକ୍ତିଶାଳୀ । ସେଥିପାଇଁ ୱେଷ୍ଟଇଣ୍ଡିଜ ବ୍ୟାଟିଂର ପ୍ରଦର୍ଶନ ମ୍ୟାଚରେ ବିଜୟୀ ହେବାର ସମ୍ଭାବନାକୁ ବୃଦ୍ଧି କରିବ ବୋଲି ବ୍ରୁକ୍ସ କହିଛନ୍ତି ।

ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତା ସପ୍ତାହରୁ ଖେଳାଯିବାକୁ ଥିବା ଟେଷ୍ଟ ସିରିଜରୁ, ଅନ୍ତର୍ଜାତୀୟ କ୍ରିକେଟ ପୁନଃ ଆରମ୍ଭ ହେବ । ମହାମାରୀ କୋରାନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଗତ ମାର୍ଚ୍ଚ ମାସରୁ ସମସ୍ତ ପ୍ରକାର କ୍ରିକେଟ ସ୍ଥଗିତ ରହିଥିଲା । ଜୁଲାଇ 8ରେ ସାଉଥାମ୍ପଷ୍ଟନର ଏଜେସ ବାୱଲରେ ସିରିଜର ପ୍ରଥମ ଟେଷ୍ଟ ଖେଳାଯିବା ନେଇ ସୂଚୀ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.