ETV Bharat / sports

ଗମ୍ଭୀରଙ୍କ ଅପିଲ: ଘରେ ରୁହ, କୋରୋନା ଯୁଦ୍ଧର ମଧ୍ୟାନ୍ତରରେ ଆମେ - କୋରୋନା ଭାଇରସ

ଭେଟେରାନ ଉାରତୀୟ କ୍ରିକେଟର ଗୌତମ ଗମ୍ଭୀର ସମସ୍ତ ଭାରତୀୟଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । କୋରୋନା ବିରୋଧରେ ଜାରି ରହିଥିବା ଲଢେଇରେ ଆମେ ମଧ୍ୟ ଭାଗରେ ରହିଛେ । ବାଣ ଫୁଟାଇ ଉତ୍ସବ ମନାଇବାର ସମୟ ଆସିନାହିଁ କହିଛନ୍ତି ଗମ୍ଭୀର ।

Gambhir asks Indians to stay Inside
ଗମ୍ଭୀରଙ୍କ ଅପିଲ: ଘରେ ରୁହ, କୋରୋନା ଯୁଦ୍ଧର ମଧ୍ୟାନ୍ତରରେ ଆମେ
author img

By

Published : Apr 7, 2020, 8:39 AM IST

ନୂଆଦିଲ୍ଲୀ: ଭେଟେରାନ ଉାରତୀୟ କ୍ରିକେଟର ଗୌତମ ଗମ୍ଭୀର ସମସ୍ତ ଭାରତୀୟଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । କୋରୋନା ବିରୋଧରେ ଜାରିରହିଥିବା ଲଢେଇରେ ଆମେ ମଧ୍ୟ ଭାଗରେ ରହିଛନ୍ତି । ବାଣ ଫୁଟାଇ ଉତ୍ସବ ମନାଇବାର ସମୟ ଆସିନାହିଁ କହିଛନ୍ତି ଗମ୍ଭୀର ।

କୋରୋନା ବିରୋଧି ଲଢେଇରେ ଏକତା ପ୍ରଦର୍ଶନ ପାଇଁ ପ୍ରଧାମନନ୍ତ୍ରୀ ମୋଦି 5ତାରିଖ ରାତି 9ଟାରେ 9ମିନିଟ ପାଇଁ ଦୀପ ଜାଳିବାରୁ ଆହ୍ବାନ ଦେଇଥିଲେ । ତେବେ ଦେଶର ଅନେକ ସ୍ଥାନରେ ଲୋକେ ବାଣ ଫୁଟାଇ ଖୁସି ମନାଇଥିବାର ଦେଖାଯାଇଥିଲା । ଗମ୍ଭୀର ଏହାକୁ ନାପସନ୍ଦ କରିଛନ୍ତି । କ୍ରିକେଟର ହରଭଜନ ସିଂହ ମଧ୍ୟ ବାଣ ଫୁଟାଇବାକୁ ନାପସନ୍ଦ କରିଛନ୍ତି ।

ଗମ୍ଭୀର ପୂର୍ବଦିଲ୍ଲୀର ବିଜେପି ସାଂସଦ ମଧ୍ୟ ରହିଛନ୍ତି । କୋରୋନା ଭାଇରସ ଲଢେଇରେ ସହାୟତା ରାଶି ଆକାରରେ ଦିଲ୍ଲୀ ସରକାରଙ୍କୁ ଅଧିକ 50 ଲକ୍ଷ ଟଙ୍କା ସୋମବାର ପ୍ରଦାନ କରିଛନ୍ତି ଗମ୍ଭୀର ।

ଭାରତରେ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା 4,000ପାର କରିଥିବାବେଳେ, ମୃତ୍ୟୁ ସଂଖ୍ୟା 100 ଟପିଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.