ETV Bharat / sports

ଭାଲେଣ୍ଟାଇନ ଡେ' ରେ ଜାଣନ୍ତୁ ସଚିନଙ୍କ ପ୍ରଥମ ପ୍ରେମ କିଏ ?

author img

By

Published : Feb 14, 2020, 11:19 PM IST

ସଚିନ ଶୁକ୍ରବାର ନିଜ ଅଫିସିଆଲ ଟିଟ୍ବର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ମୋ ପ୍ରଥମ ପ୍ରେମ (ମାଇଁ ଫାଷ୍ଟ ଲଭ)।

watch-tendulkar-reveals-his-first-love-on-valentines-day
ସଚିନଙ୍କ ପ୍ରଥମ ପ୍ରେମ କିଏ ?

ହାଇଦ୍ରାବାଦ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସଚିନଙ୍କର ଗୋଟିଏ ପୁଅ ଅର୍ଜୁନ ତେନ୍ଦୁଲକର ଓ ଝିଅ ସାରା ତେନ୍ଦୁଲକର । ସଚିନଙ୍କ ପତ୍ନୀଙ୍କ ନାମ ଅଞ୍ଜଳି ତେନ୍ଦୁଲକର । ତେବେ ସଚିନଙ୍କ ପ୍ରଥମ ପ୍ରେମ ଅଞ୍ଜଳି ନୁହନ୍ତି । ଏକଥା ଆମେ କହୁନୁ, ପ୍ରେମ ଦିବସରେ ନିଜେ ସଚିନ ଟ୍ବିଟ କରି ନିଜର ପ୍ରଥମ ପ୍ରେମ ବିଷୟରେ କହିଛନ୍ତି ।

ତେବେ କଥା ଟି କୌତୁହଳ ପୂର୍ଣ୍ଣ ପରି ଲାଗୁଥିଲେ ବି ସତ । ସଚିନ ଶୁକ୍ରବାର ନିଜ ଅଫିସିଆଲ ଟିଟ୍ବର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ମୋ ପ୍ରଥମ ପ୍ରେମ (ମାଇଁ ଫାଷ୍ଟ ଲଭ)। ତେବେ ଭିଡିଓଟିରେ ସଚିନ ନେଟ୍ସରେ ଅଭ୍ୟାସ କରୁଥିବାର ନଜର ଆସୁଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ରବିବାର ତେନ୍ଦୁଲକର ଦୀର୍ଘ 5 ବର୍ଷ ପରେ ପ୍ରଥମ ଥର ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁରେ କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ପାଇଁ ଏହି ଚାରୋଟି ମ୍ୟାଚ ଆୟୋଜନ ହୋଇଥିଲା । ଯେଉଁଥିରେ କିମ୍ବଦନ୍ତୀ କ୍ରିକେଟରଙ୍କ ଗହଳି ଲାଗିଥିଲା । ଭାରତରୁ ସଚିନ ଓ ଯୁବରାଜ ଭାଗ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.