ETV Bharat / sports

ବିଶ୍ବକପ: ଟିମ୍ ଇଣ୍ଡିଆକୁ ଫୁଟବଲ ଦଳର ଶୁଭେଚ୍ଛା

author img

By

Published : Jun 3, 2019, 10:29 PM IST

Updated : Jun 4, 2019, 9:52 AM IST

3ୟ ବିଶ୍ବକପ ଲକ୍ଷ୍ୟରେ ଥିବା ବିରାଟ ଆଣ୍ଡ କମ୍ପାନୀକୁ ଶୁଭେଚ୍ଛା ଜଣାଇଛି ଭାରତୀୟ ଫୁଟବଲ ଦଳ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: ବୁଧବାର (ଜୁନ-5)ରୁ ଭାରତ ମିଶନ ବିଶ୍ବକପ ଆରମ୍ଭ କରିବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ସାଉଥହମ୍ପଟନର ରୋଜ ୱାଉଲ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ ।

ଭିଡିଓ ସୌଜନ୍ୟ- ଟ୍ବିଟର @indianfootballteam

ତେବେ 3ୟ ବିଶ୍ବକପ ଲକ୍ଷ୍ୟରେ ଥିବା ବିରାଟ ଆଣ୍ଡ କମ୍ପାନୀକୁ ଶୁଭେଚ୍ଛା ଜଣାଇଛି ଭାରତୀୟ ଫୁଟବଲ ଦଳ । ଏକ ମିନିଟର ଏହି ଭିଡିଓରେ ଭାରତୀୟ ପୁରୁଷ ଓ ମହିଳା ଫୁଟବଲ ଦଳର କିଛି ଖେଳାଳିମାନେ ବିରାଟ ଏବଂ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

Intro:Body:

sdfs

Conclusion:
Last Updated : Jun 4, 2019, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.