ETV Bharat / sports

ସୁସ୍ଥ ହୋଇ ଫେରିଲେ ରିଚାର୍ଡସ

author img

By

Published : Aug 31, 2019, 1:31 PM IST

ଶୁକ୍ରବାର ଦିନ ଭାରତ-ଇଣ୍ଡିଜ ମଧ୍ୟରେ ଚାଲିଥିବା 2ୟଟେଷ୍ଟ ମ୍ୟାଚର ପ୍ରି-ଶୋରେ ଅସୁସ୍ଥ ହେଲେ କିମ୍ବଦନ୍ତୀ ଖେଳାଳୀ ଭିଭିଆନ୍‌ ରିଚାର୍ଡସ। ସୁସ୍ଥ ହୋଇ ଫେରିବା ପରେ 67 ବର୍ଷୀୟ ଭିଭିଆନ୍‌ ରିଚାର୍ଡସ ତାଙ୍କର ଫ୍ୟାନ୍ସଙ୍କୁ ପ୍ରକୃତି ପାଖରେ ହାରି ଯାଇଥିବା କହିଛନ୍ତି ।

ଡିଜାଇନ ଫଟୋ

ଜାମାଇକା: ଗତ ଶୁକ୍ରବାର ଭାରତ-ଇଣ୍ଡିଜ ମଧ୍ୟରେ ଚାଲିଥିବା 2ୟ ଟେଷ୍ଟ ମ୍ୟାଚର ପ୍ରି-ଶୋରେ ଅସୁସ୍ଥ ହେଲେ ଇଣ୍ଡିଜ ଦଳର କିମ୍ବଦନ୍ତୀ ଖେଳାଳୀ ଭିଭିଆନ୍‌ ରିଚାର୍ଡସ । ତେବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ରିଚାର୍ଡସ ସୁସ୍ଥ ହୋଇ ଫେରି କମେଣ୍ଟ୍ରିର ଦାୟିତ୍ବ ତୁଲାଇ ଥିଲେ।

ତେବେ ଡିହାଇଡ୍ରସନ୍‌ ଯୋଗୁଁ ସେ ଅସୁସ୍ଥ ହୋଇ ପଡିଥିଲେ। ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିବା ପରେ 67 ବର୍ଷୀୟ ଭିଭିଆନ୍‌ ରିଚାର୍ଡସ ତାଙ୍କର ଫ୍ୟାନ୍ସଙ୍କୁ ନିଜର ସ୍ବାସ୍ଥ୍ୟ ସମ୍ବନ୍ଧରେ କହିଥିଲେ ଯେ, ସୁସ୍ଥ ଅଛନ୍ତି। ଏଥିସହ ସେ କହିଥିଲେ ଯାହା ବିଶ୍ବର ବୋଲର କରିପାରିଲେ ନାହିଁ ତାହା ପ୍ରକୃତି କରିଦେଲା । ଆମକୁ ପ୍ରକୃତିର ସମ୍ମାନ କରିବା ଉଚିତ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.