ETV Bharat / sports

Forbes: ଆୟରେ ବି ନମ୍ବର 1 କୋହଲି - indian cricket team

ଦୁନିଆରେ ସର୍ବାଧିକ ଆୟ କରିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇଥିବା ଏକମାତ୍ର ଭାରତୀୟ ସାଜିଛନ୍ତି ବିରାଟ କୋହଲି । ତାଙ୍କ ବାର୍ଷିକ ଆୟର ପରିମାଣ ରହିଛି ଦୁଇ କୋଟି 50ଲକ୍ଷ ଆମେରୀକିୟ ଡଲାର ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 12, 2019, 5:21 PM IST

ନୂଆଦିଲ୍ଲୀ: ପଡିଆ ମଧ୍ୟରେ ସେ ନମ୍ବର ୱାନ ବ୍ୟାଟ୍ସମ୍ୟାନ । ଆଇସିସି ମାନ୍ୟତାରେ ବି ସେ ନମ୍ବର ୱାନ । କିନ୍ତୁ ଏଥର ପୁଣି ଏକ ନମ୍ବର ୱାନ ତାଲିକାରେ ସାମିଲ ହୋଇଛନ୍ତି କ୍ୟାପେଟନ କୋହଲି । ଦୁନିଆରେ ସର୍ବାଧିକ ଆୟ କରିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇଥିବା ଏକମାତ୍ର ଭାରତୀୟ ସାଜିଛନ୍ତି ବିରାଟ କୋହଲି । ତାଙ୍କ ବାର୍ଷିକ ଆୟର ପରିମାଣ ରହିଛି ଦୁଇ କୋଟି 50ଲକ୍ଷ ଆମେରୀକିୟ ଡଲାର । ତେବେ ଭାରତୀୟ ମୂଦ୍ରାରେ ମୂଲ୍ୟ ହେଉଛି 173କୋଟି 51ଲକ୍ଷ 88ହଜାର 839 ଟଙ୍କା ।

ତେବେ କୋହଲି ତାଲିକାର 100ତମ ସ୍ଥାନରେ ରହିଛନ୍ତି । କିନ୍ତୁ ସେ ଏକ ମାତ୍ର ଭାରତୀୟ ଖେଳାଳି ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ବାର୍ସିଲୋନା ତଥା ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ଏହି ତାଲିକାର ଶୀର୍ଷରେ ରହିଛନ୍ତି । ଗତବର୍ଷ କୋହଲି ଏହି ତାଲିକାର 83ତମ ସ୍ଥାନରେ ରହିଥିଲେ । ମାତ୍ର ଚଳିତଥର ସେ ତାଲିକାର ତଳକୁ ଖସିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.