ETV Bharat / sports

ବିଶ୍ବର ଶ୍ରେଷ୍ଠ କ୍ୟାପଟେନ କୋହଲି: ନଦୀମ

author img

By

Published : Oct 29, 2019, 10:08 PM IST

ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲିଙ୍କୁ ବିଶ୍ବର ଶ୍ରେଷ୍ଠ କ୍ୟାପଟେନ କହିଛନ୍ତି ସ୍ପିନର ସାହାବାଜ ନଦୀମ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ବିଶ୍ବର ଶ୍ରେଷ୍ଠ କ୍ୟାପଟେନ । ଏହା କହିଛନ୍ତି ସ୍ପିନର ସାହାବାଜ ନଦୀମ । କୁଲଦୀପ ଯାଦବ ଆହତ ହୋଇ ବାଦ ପଡିବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ଡେବ୍ୟୁ କରିଥିଲେ ନଦୀମ ।

ଝାଡଖଣ୍ଡ କ୍ରିକେଟର ନଦୀମ ବିରାଟ କୋହଲିଙ୍କୁ ନେତୃତ୍ବ ନେବାରେ ଶ୍ରେଷ୍ଠ ବୋଲି କହିଛନ୍ତି । କୋହଲିଙ୍କ ଠାରୁ ସେ ଭାରତୀୟ ଟେଷ୍ଟ କ୍ୟାପ ମଧ୍ୟ ଗ୍ରହଣ କରିଥିଲେ ।ଟିମ ଇଣ୍ଡିଆରୁ ଡାକରା ବେଳେ କୋଲକାତାରେ ଥିଲେ । ମାତ୍ର 24 ଘଣ୍ଟାରେ ସ୍ଥଳପଥ ଦେଇ ସେ ରାଞ୍ଚି ପହଞ୍ଚିଥିଲେ ।

ପ୍ରଥମ ଟେଷ୍ଟରେ ନଦୀମ 4ଟି ୱିକେଟ ହାସ କରିବା ସହ ଜବରଦସ୍ତ ବୋଲିଂ କରିଥିଲେ । ଦକ୍ଷିଣ ଆଫ୍ରିକାକୁ 3-0ରେ ହରାଇ ଭାରତ ସିରିଜ କ୍ଳିନ ସୁଇପ କରିଥିଲା ।

Intro:Body:

tinkutest

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.