ETV Bharat / sports

ଆଇପିଏଲ: ଅଧିନାୟତ୍ବରେ ସେଞ୍ଚୁରୀ ମାରିଲେ କୋହଲି - IPL

କୋହଲି ମଙ୍ଗଳବାର ଆରସିବି ପାଇଁ 100ତମ ମ୍ୟାଚର ଅଧିନାୟକତ୍ବ କରିଛନ୍ତି । ।

ଫଟୋ ସୌଜନ୍ୟ- ଟ୍ବିଟର @rcb
author img

By

Published : Apr 3, 2019, 12:02 AM IST

Updated : Apr 3, 2019, 9:04 PM IST

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜିନରେ ଖରାପ ପ୍ରଦର୍ଶନ ଜାରି ରଖିଛିକୋହଲିଙ୍କ ଦଳ ଆରସିବି। ମାତ୍ର ଖରାପ ପ୍ରଦର୍ଶନ ସତ୍ବେ ବି କୋହଲି ଏକ କୃତିତ୍ବ ଲାଭ କରିଛନ୍ତି । ସେ ଆରସିବି ପାଇଁମଙ୍ଗଳବାର 100 ତମ ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି ।

ଏହି ଧାରାରେ ଆଇପିଏଲରେ ସେ 3ୟ ଭାରତୀୟ ଅଧିନାୟକ ବନିଛନ୍ତି । ତାଙ୍କ ପୂର୍ବରୁ ଏହି ତାଲିକାରେ ସାମିଲ ହୋଇ ସାରିଛନ୍ତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ କେକେଆରର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର । କୋହଲି ନିଜ ଆଇପିଏଲ କ୍ୟାରିଅରରେ 167ଟି ମ୍ୟାଚ ଖେଳି ସାରିଛନ୍ତି । ତେବେ 2011 ମସିଆରୁ ଆରସିବିର ଅଧିନାୟକତ୍ବ କରି ଆସୁଛନ୍ତି କୋହଲି । ମଙ୍ଗଳବାରଜୟପୁରରେ ଖେଳାଯାଇଥିବା ମ୍ୟାଚ ଅଧିନାୟକତ୍ବ କରିବାରେ କୋହଲିଙ୍କ 100ତମ ମ୍ୟାଚ।

ସେହିଭଳି ଧୋନି ଲିଡ କରିଥିବା 162 ମ୍ୟାଚରୁ 148ଟି ମ୍ୟାଚ ଚେନ୍ନାଇ ପାଇଁ କରିଛନ୍ତି । ବାକି କିଛି ମ୍ୟାଚ ରାଇଜିଂ ପୁନେ ପାଇଁ ଅଧିନାୟକତ୍ବ କରିଛନ୍ତି ।

Intro:Body:

ସୁନ୍ଦରଗଡ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ ପାଞ୍ଚଟି ପ୍ରଶ୍ନ

ରାଉରକେଲା: ସୁନ୍ଦରଗଡରେ ଚଳିତ ନିର୍ବାଚନରେ ହେବ ଜୋରଦାର ଲଢେଇ। ମଇଦାନରେ ଅଛନ୍ତି ୩ ଦଳର ୩ ପୁରୁଖା ନେତା। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,  ବିଜେଡିର ସୁନୀତା ବିଶ୍ୱାଳ ଓ କଂଗ୍ରେସର ଜର୍ଜ ତିର୍କୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢେଇ। ତେବେ ନାମାଙ୍କନ ଦାଖଲ ପରେ ଏବେ ଚାଲିଛି ଜୋରଦାର ପ୍ରଚାର। 

କେଉଁ ମୁଦ୍ଦା ନେଇ ଭୋଟରଙ୍କ ନିକଟତର ହେବେ ପ୍ରାର୍ଥୀ ସେନେଇ ଚାଲିଛି ମାନସ ମନ୍ଥନ। କାରଣ ଯେଉଁ ପ୍ରାର୍ଥୀ ଜିତିବା ପରେ ଜନସାଧାରଣଙ୍କ ସହ ଛିଡା ହେବ ସେମିତି ମୁହଁ ବାଛିବେ ଜନତା। 

ତେବେ ଏନେଇ ଆମ ଅଭିଯାନ 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' ନେଇ ଆଜି ଆମେ ଭେଟିଥିଲୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ।

ବିଜୟୀ ହେଲେ ରାଜ୍ୟ ସରକାର କରିନଥିବା କାମକୁ ସମ୍ପୂର୍ଣ୍ଣ କରିବେ ବୋଲି କହିଛନ୍ତି ଜୁଏଲ। ଯେଉଁଠି ରାଜ୍ୟ ସରକାର କେନ୍ଦ୍ରର ଅନୁଦାନକୁ ଖର୍ଚ୍ଚ କରିନପାରି ସମାଲୋଚନା କରୁଛନ୍ତି ତାହାକୁ ସଠିକ ବାଟରେ ଖର୍ଚ୍ଚ କରିବା ସହ ଜନସାଧାରଣଙ୍କ ସେବାରେ ଲଗାଇବେ ବୋଲି ସେ କହିଛନ୍ତି। 

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Conclusion:
Last Updated : Apr 3, 2019, 9:04 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.