ETV Bharat / sports

ଭିନ୍ସି ପ୍ରିମିୟର ଟି-10 ଲିଗ: ଏକ୍ସପ୍ଳୋର୍ସକୁ 6 ରନରେ ହରାଇଲା ହାଇକର୍ସ

କୋରୋନା ଭାଇରସ ଲକଡାଉନ ମଧ୍ୟରେ ଆରମ୍ଭ ହୋଇଛି ଭିନ୍ସି ପ୍ରିମିୟର ଟି-10 ଲିଗ । ପ୍ରଥମ ମ୍ୟାଚରେ ଏକ୍ସପ୍ଳୋର୍ସ ଟିମକୁ 6 ରନରେ ହରାଇଲା ହାଇକର୍ସ ।

author img

By

Published : May 24, 2020, 3:36 PM IST

Vincy Premier T10 League: Hikers beat Explorers by six runs
ଭିନ୍ସି ପ୍ରିମିୟର ଟି-10 ଲିଗ: ଏକ୍ସପ୍ଳୋର୍ସକୁ 6 ରନରେ ହରାଇଲା ହାଇକର୍ସ

ହାଇଦ୍ରାବାଦ: କୋରୋନା ଭାଇରସ ଲକଡାଉନ ମଧ୍ୟରେ ଆରମ୍ଭ ହୋଇଛି ଭିନ୍ସି ପ୍ରିମିୟର ଟି-10 ଲିଗ । ପ୍ରଥମ ମ୍ୟାଚରେ ଏକ୍ସପ୍ଳୋର୍ସ ଟିମକୁ 6 ରନରେ ହରାଇଲା ହାଇକର୍ସ ।

ପ୍ରଥମେ ବ୍ୟାଟିଂ କରି ହାଇକର୍ସ 110ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଏହି ସ୍କୋର ଭିନ୍ସି ପ୍ରିମିୟର ଟି-10 ଲିଗର ପ୍ରଥମ 100ରୁ ଅଧିକ ସ୍କୋର ।

ତେବେ 110 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଏକ୍ସପ୍ଳୋର୍ସ 6 ବିଜୟର 6 ରନ ପୂର୍ବରୁ ଅଟକିଯାଇଥିଲା । ଶେଷ ଓଭରରେ ବିଜୟ ପାଇଁ 13 ରନ ଆବଶ୍ୟକ ଥିବା ବେଳେ, ହାଇକର୍ସର ବୋଲର ଦମଦାର ପ୍ରଦର୍ଶନ ସହ 7 ରନ ବ୍ୟୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.