ETV Bharat / sports

'ପୁରୁଷ ମଡେଲ' କୋହଲିଙ୍କ ଫିଟନେସର ଫ୍ୟାନ ହେଲେ ଅମ୍ପାୟାର ଇଆନ ଗୁଲଡ୍

author img

By

Published : May 31, 2020, 3:39 PM IST

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ଫିଟନେସ୍ ର ଫ୍ୟାନ ହେବା ସହ ଜଣେ ପୁରୁଷ ମଡେଲଙ୍କ ପରି ଲାଗୁଛନ୍ତି ବୋଲି କହିଛନ୍ତି ଅମ୍ପାୟାର ଗୁଲଡ୍ ।

Umpire Ian Gould praises Virat Kohli's fitness levels, says he looks like a model
କୋହଲିଙ୍କ ଫିଟନେସର ଫ୍ୟାନ ହେଲେ ଅମ୍ପାୟାର ଇଆନ ଗୁଲଡ୍

ଲଣ୍ଡନ: କ୍ରିକେଟର ଓ ଫ୍ୟାନ୍ସଙ୍କ ପରେ ବିରାଟ କୋହଲିଙ୍କ ପ୍ରଶଂସାରେ ଅନ୍ତର୍ଜାତୀୟ ଅମ୍ପାୟାର ଇଆନ ଗୁଲଡ୍ । ବିରାଟଙ୍କ ଫିଟନେସ୍ ର ଫ୍ୟାନ ହେବା ସହ ଜଣେ ପୁରୁଷ ମଡେଲଙ୍କ ପରି ଲାଗୁଛନ୍ତି ବୋଲି କହିଛନ୍ତି ଅମ୍ପାୟାର ଗୁଲଡ୍ ।

2019 ଆଇିସିସି ଅମ୍ପାୟାର ପ୍ୟାନେଲରୁ ଗତବର୍ଷ ଅବସର ନେଇଛନ୍ତି ଇଆନ ଗୁଲଡ । 13ବର୍ଷର ଅମ୍ପାୟାରିଂ କ୍ୟାରିୟର ମଧ୍ୟରେ, ସେ 250ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ପରିଚାଳନା କରିଛନ୍ତି ।

ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ କିମ୍ବା ବିଶ୍ବକପ ଭଳି ଆଇସିସି ଟୁର୍ଣ୍ଣାମେଣ୍ଟର ଗୁରୁତବପୂର୍ଣ୍ଣ ମ୍ୟାଚରେ ଇଆନ ଗୁଲଡ ସ୍ବଚ୍ଛ ମ୍ୟାଚ ପରିଚାଳନା ପାଇଁ ପ୍ରଶଂସିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.