ETV Bharat / sports

ଉମର ଆକମଲଙ୍କ ଉପରେ ଲାଗିପାରେ ଆଜୀବନ ପ୍ରତିବନ୍ଧକ

ପାକିସ୍ତାନ କ୍ରିକେଟ୍ ବୋର୍ଡ ଶୁକ୍ରବାର ବ୍ୟାଟ୍ସମ୍ୟାନ୍ ଉମର ଆକମଲ ପିସିବି ଦୁର୍ନୀତି ନିବାରଣ କୋର୍ଡ ଧାରା 2.4.4 ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି ।

umar-akmal-charged-under-pcb-anti-corruption-code-may-face-lifetime-ban
ଉମର ଆକମଲଙ୍କ ଉପରେ ଲାଗିପାରେ ଆଜୀବନ ପ୍ରତିବନ୍ଧକ
author img

By

Published : Mar 20, 2020, 11:41 PM IST

ଲାହୋର: ପାକିସ୍ତାନ କ୍ରିକେଟ୍ ବୋର୍ଡ ଶୁକ୍ରବାର ବ୍ୟାଟ୍ସମ୍ୟାନ୍ ଉମର ଆକମଲ ପିସିବି ଦୁର୍ନୀତି ନିବାରଣ କୋର୍ଡ ଧାରା 2.4.4 ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି । ବିସିବି ଦୁର୍ନୀତି ନିବାରଣ ସଂହିତା ର ଧାରା 2.4.4 ରେ ଲେଖାଅଛି, ‘‘ ବୋର୍ଡ ଭିଜିଲାନ୍ସ ଏବଂ ସୁରକ୍ଷା ବିଭାଗକୁ ଅନାବଶ୍ୟକ ଓ ଦୁର୍ନୀତି ଗ୍ରସ୍ତ ଆକମଲ ଦେଇଛନ୍ତି । ଫଳରେ ବୋର୍ଡ ତାଙ୍କ ବିରୋଧରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିପାରେ ।’’

ପିସିବି ଏକ ସରକାରୀ ବିବୃତ୍ତିରେ କହିଛି ଯେ ଉମର ଆକମଲଙ୍କୁ ମାର୍ଚ୍ଚ 17 ରେ ଚାର୍ଜ ନୋଟିସ ଜାରି କରାଯାଇଥିଲା ଏବଂ ଏହି ଅଭିଯୋଗକୁ ଲିଖିତ ଆକାରରେ ଉତ୍ତର ଦେବାକୁ 14 ଦିନ ରହିଛି । ଏହାପୂର୍ବରୁ ଫେବୃଆରୀରେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଥିଲା । ଲାହୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ବିଫଳ ଫିଟନେସ୍ ପରୀକ୍ଷା ପରେ ଅକମଲ ଜଣେ କର୍ମଚାରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.