ETV Bharat / sports

U-19 କ୍ରିକେଟ ବିଶ୍ବକପ: ଜାପାନ ବିପକ୍ଷରେ ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି - priyam garg has won the toss

india captain priyam garg
india captain priyam garg
author img

By

Published : Jan 21, 2020, 1:04 PM IST

Updated : Jan 21, 2020, 1:32 PM IST

12:52 January 21

U-19 ବିଶ୍ବକପ: ଜାପାନ ବିପକ୍ଷରେ ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ବ୍ଲୋଏମଫୋଣ୍ଟେନ: 19 ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ୍‌ର 13ତମ ସଂସ୍କରଣ ଗତ 17 ତାରିଖରୁ ଦ.ଆଫ୍ରିକାରେ ଆରମ୍ଭ ହୋଇଯାଇଛି । ଆଜି ମାଙ୍ଗଉଙ୍ଗ ଓଭାଲ୍‌ ଷ୍ଟାଡିୟମରେ ଜାପାନ ବିପକ୍ଷରେ ତା'ର 2ୟ ମ୍ୟାଚ ଖେଳୁଛି ଭାରତ । ତେବେ ପ୍ରିୟମ ବାହିନୀ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି । 

ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ 90 ହରାଇଥିଲା ପ୍ରିୟମ ଗର୍ଗଙ୍କ ବାହିନୀ । ଆଜି 2ୟ ମ୍ୟାଚରେ ଜାପାନକୁ ଭେଟିବ ଜୁନିୟର ଟିମ ଇଣ୍ଡିଆ। ପ୍ରଦର୍ଶନ ଦୃଷ୍ଟିରୁ ଭାରତୀୟ ଦଳର ପଲ୍ଲା ଭାରୀ ରହିଛି । ଜାପାନକୁ ଅପେକ୍ଷାକୃତ ଅନଭିଜ୍ଞ ଦଳ ଭାବେ ବିବେଚନା କରାଯାଉଛି। ଫଳରେ ପ୍ରଥମ ମ୍ୟାଚ ଭଳି 2ୟ ମ୍ୟାଚରେ ମଧ୍ୟ ଟିମ ଇଣ୍ଡିଆର ଧମାକାଦାର ପ୍ରଦର୍ଶନ ଆଶା ରହିଛି। ଜାପାନର ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ସହ ରହିଥିଲା। ମାତ୍ର ବର୍ଷା ଏହି ମ୍ୟାଚରେ ବାଧକ ସାଜିଥିଲା । ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ କରିଥିଲେ। 

ଭାରତୀୟ ଚୂଡାନ୍ତ ଏକାଦଶ: ପ୍ରିୟମ ଗର୍ଗ(ଅଧିନାୟକ), ଯଶ୍ବସୀ ଜୟସ୍ବାଲ, କୁମାର କୁଶାଗ୍ରା,ତିଲକ ବର୍ମା, ଧୁବ୍ର ଚନ୍ଦ ଜୁରେଲ(ଓ୍ବିକେଟକିପର/ଉପ ଅଧିନାୟକ), ସିଦ୍ଦେଶ ବୀର, ଶାଶ୍ବତ ରାଓ୍ବତ, ରବି ବିଶ୍ନୋଇ, ବିଦ୍ୟାଧର ପାଟିଲ, କାର୍ତ୍ତିକ ତ୍ୟାଗୀ, ଆକାଶ ସିଂ

ଜାପାନ ଚୂଡାନ୍ତ ଏକାଦଶ : ମାର୍କସ ଥ୍ରୁଗେଟ(କ୍ୟାପଟେନ/ୱିକେଟ କିପର), ସୁ ନୋଗୁଚି, ନୀଲ ଡେଟ, ଦେବାଶିଷ ସାହୁ, କାଜୁମାସ ତାକାହସି, ଇଶହାନ ଫର୍ଟାଲ, ଆସଲେ ଥ୍ରୁଗେଟ, କୋଣ୍ଟୋ ଓଟା ଡୋବେଲ, ମାକ୍ସ କ୍ଲେମେଣ୍ଟସ୍‌, ୟୁଗନ୍ଧର ରେଥ୍ରେକର, ସୋର ଇଚିକି

Intro:Body:

BREAKING

Conclusion:
Last Updated : Jan 21, 2020, 1:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.