ETV Bharat / sports

U-19 ବିଶ୍ବକପ: ବଢୁଛି ଉତ୍କଣ୍ଠା, ସେମିରେ ଲଢିବେ ଭାରତ-ପାକିସ୍ତାନ

author img

By

Published : Feb 1, 2020, 6:23 PM IST

19 ବର୍ଷରୁ କମ ବିଶ୍ବକପ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦି ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ହାଇଭୋଲଟେଜ ଟକ୍କର । ଅଧିକ ପଢନ୍ତୁ...

U-19 World Cup
U-19 ବିଶ୍ବକପ

ହାଇଦ୍ରାବାଦ: ପୁଣି କ୍ରିକେଟ ବିଶ୍ବକପରେ ଦର୍ଶକ ଦେଖିପାରିବେ ସବୁଠୁ ସଂଘର୍ଷପୂର୍ଣ୍ଣ ମ୍ୟାଚ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ହାଇଭୋଲଟେଜ ଟକ୍କର । 19 ବର୍ଷରୁ କମ ବିଶ୍ବକପ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ।

କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ସେମିରେ ସ୍ଥାନ ପକ୍କା କରିଛି ଭାରତୀୟ ଦଳ । ଏହାପରେ ପାକିସ୍ତାନ, ଆଫଗାନିସ୍ତାନକୁ ହରାଇ ସେମିରେ ପ୍ରବେଶ କରିଛି । 19 ବର୍ଷରୁ କମ ବିଶ୍ବକପର ଗତ ସଂସ୍କରଣର ଚମ୍ପିଆନ ରହିଥିଲା ଜୁନିୟର ଟିମ ଇଣ୍ଡିଆ । ଏଥିସହିତ ମୋଟ 4ଥର ଚମ୍ପିଆନ ହୋଇସାରିଛି ଦଳ । ଅନ୍ୟପଟେ ପାକିସ୍ତାନ 2004 ଓ 2006 19 ବର୍ଷରୁ କମ ବିଶ୍ବକପରେ ଚମ୍ପିଆନ ହୋଇଥିଲା ।

U-19 World Cup
ଭାରତୀୟ ଟିମ

ମ୍ୟାଚ ପୂର୍ବରୁ ପାକିସ୍ତାନ ବ୍ୟାଟ୍ସମ୍ୟାନ ମହମ୍ମଦ ହୁରାଇରା ପ୍ରତିକ୍ରିୟା ରଖିଛନ୍ତି । ହୁରାଇରା କହିଛନ୍ତି ପାକିସ୍ତାନ ଏହି ମ୍ୟାଚକୁ ଏକ ସାଧାରଣ ମ୍ୟାଚ ଭାବି ଖେଳିବ । ଆଫଗାନିସ୍ତାନ ବିପକ୍ଷରେ ପାକିସ୍ତାନ ପକ୍ଷରୁ ବିଜୟର ହିରୋ ରହିଥିଲେ ମହମ୍ମଦ ହୁରାଇରା । 76 ବଲରୁ 64 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ ହୁରାଇରା ।

U-19 World Cup
ପାକିସ୍ତାନ ଟିମ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.